କଲାପଥରରେ ରାଜ୍ୟ ଯୁବ ଡୁମାଳ ସମାବେଶ ଉଦ୍ଘାଟିତ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ବୀରମହାରାଜପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଲାପଥର ଠାରେ ପ୍ରଥମ ରାଜ୍ଯସ୍ତରୀୟ ଯୁବ ଡୁମାଳ ସମାବେଶ ଉଦଘାଟିତ ହୋଇଯାଇଛି । ଏଥିରେ ଯୁବ ଡୁମାଳ ପରିଷଦ ଅଧ୍ୟକ୍ଷ ସମିତି ମହାକୁର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ…