ପୂର୍ତ୍ତ ବିଭାଗର ଧୂର୍ତ୍ତ ଯନ୍ତ୍ରୀଙ୍କୁ ଲାଗିବ ଲଗାମ : ବଦଳି ନୀତି ବଦଳ , କଡାକଡି ହେବ ତିନି ବର୍ଷିଆ ପଲିସୀ 

ଭୁବନେଶ୍ବର (ଶାସକ ପ୍ରଶାସକ )  ପୂର୍ତ୍ତ ବିଭାଗରେ କାମ କରୁଥିବା ଧୂର୍ତ୍ତ ଯନ୍ତ୍ରୀଙ୍କ ଉପରେ ଲଗାମ |  ମାଲପାଣି ଦେଇ ପଟା  ପାଉତି କଲାଭଳି ଗୋଟିଏ ଜାଗାରେ ପୈତୃକ ଜାଗୀର ଜଗି ବସିଲା ଭଳି ଆସ୍ଥାନ ମାଡି ବସିଥିବା ଯନ୍ତ୍ରୀମାନଙ୍କ ହେବ ବଦଳି | ସେରହିପାଇଁ ପୂର୍ତ୍ତବିଭାଗ ପ୍ରସ୍ତୁତ କରୁଛି…

ଅପେକ୍ଷାରେ ଦିବ୍ୟାଙ୍ଗ ଯଶୋଦା,ସାହା ହେବକି ମୁଖ୍ୟମନ୍ତ୍ରୀଙ୍କ ୫ ଟି 

ବିଚିତ୍ର ପ୍ରଶାସନ : ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା  ସେ ସମ୍ପର୍କରେ ସୂଚନା ମାଗିଲେ ସାମ୍ବାଦିକଙ୍କ ନମ୍ବର ବ୍ଲକ  ତୁରେକେଲା(ସୁରେନ୍ଦ୍ର ତାଣ୍ଡି ): ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କରିଛନ୍ତିି ମଧୁବାବୁ ପେନସନ ଯୋଜନା । ହେଲେ…

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ତୁରନ୍ତ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଲେ କ୍ରୀଡ଼ା ମନ୍ତ୍ରୀ   ଭୁବନେଶ୍ୱର, : ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କରିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛିା ସରକାର ଛାତ୍ରଛାତ୍ରୀଙ୍କ ସମସ୍ୟା…

ଓଡ଼ିଶା ହେଉଛି ଦିବ୍ୟ ଭୂମି ଓ ଏହାର ଭାଷା ହେଉଛି ଈଶ୍ୱରଙ୍କ ଭାଷା : ରାଜ୍ୟପାଳ 

ରାଜ୍ୟପାଳଙ୍କ ଦ୍ୱାରା କବି ଡ଼ ଅସୀମା ସାହୁଙ୍କ କବିତା ସଂକଳନ ଉନ୍ମୋଚିତ । ଭୁବନେଶ୍ୱର(SPB) ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାରସ୍ୱତ ସର୍ଜନାର ଉତ୍ସ  ଓ ଆଦର୍ଶ । ଶ୍ରୀଜଗନ୍ନାଥ ଚେତନାର ଦିଗ ଓ ଆବେଗର ବ୍ୟାପକତା ରହିଛି, ଯାହା ଯୁଗେ ଯୁଗେ କବିମାନଙ୍କୁ ଆକର୍ଷିତ କରିଆସିଛି । ମଣିଷ,…

ପଦ୍ମପୁର ପୋଲିସର ସଫଳତା:ଗିରଫ ହେଲେ 6 ଅଭିଯୁକ୍ତ

ବରଗଡ :- ଅପରାଧ କୁ କଣ୍ଟ୍ରୋଲ କରିବାକୁ ଅଣ୍ଟାଭିଡି ବାହାରିଛି ପଦ୍ମପୁର ପୋଲିସ । ପ୍ରଦୀପ କୁମାର ସାହୁ ପଦ୍ମପୁର ରେ SDPO ଭାବରେ ଦାଇତ୍ୱ ଗ୍ରହଣ କରିବା ପରେ ସେ କଫ ସିରଫ ବ୍ୟବସାୟୀ ହୁଅନ୍ତୁ କିମ୍ବା ଅନ୍ୟ ଅପରାଧୀ , ସମସ୍ତ ଏବେ ଛାନିଆ । ଉପଖଣ୍ଡ ର ବିଭିନ୍ନ ଥାନାରେ ଇତି ମଧ୍ୟରେ ବହୁ…

ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ-ଦିବସ  ଅବସରରେ ବ୍ଲକ ସ୍ତରୀୟ  କାର୍ଯ୍ୟକ୍ରମ 

ଛାତ୍ର ଛାତ୍ରୀ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷାଲାଭ କରିବା ପାଇଁ ଆହ୍ବାନ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ନୁଆଗଡ଼ ବ୍ଲକ  ନୁଆଗଡ଼ ସ୍ଥିତ ଲକ୍ଷ୍ମୀ ନୃସିଂହ ବିଦ୍ୟାପିଠ ପରିସରରେ ଆସନ୍ତା ଅକ୍ଟୋବର ୨ ତାରିଖ ଦିନରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ…

ବ୍ୟାଙ୍କ ମ୍ୟାନେଜରଙ୍କ ପାଇଁ ନିରବ ପ୍ରାର୍ଥନା : ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ  

ମାଣ୍ଢସିଲି / ରାଜେନ୍ଦ୍ର ପ୍ରଧାନ : -ଆଜି SDCC ପାଇକମାଲ  ବ୍ୟାଙ୍କ ଶାଖା ତରଫରୁ ବ୍ୟାଙ୍କ ମ୍ୟାନେଜର କିଶୋର କୁମାର ପତି ଙ୍କ ଦେହାନ୍ତ ରେ ଗଭିର ଶୋକ ପ୍ରକାଶ କରି ଆତ୍ମାର ସତଗତି ପାଇଁ ନିରବ ପ୍ରାର୍ଥନା କରାଗଲା। ଗତ କାଲି ସକାଲେ ପଦ୍ମପୁରରୁ ପାଇକମାଲ ବ୍ୟାଙ୍କ କୁ ଆସୁ ଥିବା ସମୟରେ…

ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଭିଡ଼ିଓ ଭାଇର।ଲ ଘଟଣା: ପୀଡିତା କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜୁନାଗଡ଼ ଥାନା ଜରିଂ ନିକଟ ରେ ଯୁବତୀ ଙ୍କୁ ଗଣଦୁଷ୍କର୍ମ ପରେ ଭିଡ଼ିଓ ଭାଇର।ଲ ଘଟଣା ଯୁବତୀ ଙ୍କ ଜୁନାଗଡ଼ ଥାନା ରେ ଲିଖିତ ଆଭିଯୋଗ ପରେ ଜୁନାଗଡ଼ ଥାନା ରେ ଗତ କାଲି 1 ଓ ଆଜି 3  ଯୁବକ ଘଟଣା ରେ ସମ୍ପୃକ୍ତ  ଥିବା ସଂଦେହ ରେ 4  ଜଣ ଥାନା ରେ ଅଟକ …

ସମାଜ ସାଜିଲା ବୈରୀ, ଉଦାସୀନ ପ୍ରଶାସନ : ଶେଷରେ ଯୁବକ ହାରିଲେ ଜୀବନ !

ପ୍ରଶାସନକୁ ଗୁହାରି କରି ନ୍ୟାୟ ପାଇଲେନି ବାସନ୍ଦ ଯୁଧିଷ୍ଠିର ସୀମା ଟପିଗଲା ଅମଣିଷପଣିଆ, ମଲା ପରେ ବି ଗ୍ରାମବାସୀଙ୍କ ମନ ବୁଝିଲାନି    ବରଗଡ / :- ବଂଚିଥିବା ବେଳେ ଦାଉ ସାଧିଲେ | ମରିବା ପରେ ବି ଛାଡିଲେନି | ଅମଣିଷ ପଣିଆର ସୀମା ଟପିଗଲେ ଗାଁଲୋକ | ଜୀବନ କାଳରେ ଗାଁରୁ ତାଡି ଦେଲେ, ଆଉ…

ଗଜପତି ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ରା:ଉଦୟଗିରି  ବ୍ଲକ କାର୍ଯ୍ୟଳୟ ପରିସରରେ ଥିବା ସଦଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ଶାହା ଏବଂ ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ  ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…