ପାଇଖାନା ଟାଙ୍କି ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ
ଜଗତସିଂହପୁର:(ରମେଶ ମହାନ୍ତି):- ପାଇଖାନା ଟାଙ୍କି ଭିତରେ ପଶି ସେଣ୍ଟ୍ରିଙ୍ଗ ଖୋଲୁଥିବା ସମୟରେ ଆଜି ୨ଜଣ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନାନୁଯାୟୀ ଜଗତସିଂହପୁର ମୁନିସିପାଲିଟି ଅଧିନସ୍ଥ ସୁଜଙ୍ଗ ଗ୍ରାମର ବଳରାମ ପତିଙ୍କର ପାଇଖାନା ଟାଙ୍କିର ଛାତ ଦୁଇ ମାସ…