ଦକ୍ଷତା ବିକାଶ କେନ୍ଦ୍ରର ସମସ୍ୟା ବୁଝିଲେ ଓ ୟୁନିଫର୍ମ ବାଣ୍ଟିଲେ ବିଧାୟକଙ୍କ ପ୍ରତିନିଧି 

ଜଗତସିଂହପୁର:(ରମେଶ ମହାନ୍ତି):- ତିର୍ତ୍ତୋଲ ବିଧାୟକ ଵିଷ୍ଣୁ ଦାସଙ୍କ ନିର୍ଦ୍ଦେଶରେ ନବନିଯୁକ୍ତ ପ୍ରତିନିଧି ରଶ୍ମି ରଂଜନ ଚୌଧୁରୀ ସୋମବାର ଦିନ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ପହଞ୍ଚି ଦକ୍ଷତା କେନ୍ଦ୍ର ଭ୍ରମଣ କରିବା ସହିତ ବିଭିନ୍ନ ସମସ୍ୟା…

ବ୍ୟାଟେରୀ ଚୋରିରେ ସମ୍ପୃକ୍ତ ୩ ଗିରଫ : ୭ ବ୍ୟାଟେରୀ ଉଦ୍ଧାର 

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ଅଞ୍ଚଳରେ କ୍ରମାଗତ ଭାବେ ଗାଡିରୁ ବ୍ୟାଟେରୀ ଚୋରି ଅଭିଯୋଗ ପୋଲିସ ନିମନ୍ତେ ମୁଣ୍ଡ ବଥାର କାରଣ ହୋଇଥିବା ବେଳେ ଆଜି ପୋଲିସକୁ ସଫଳତା ମିଳିଛି। ଘଟଣାରୁ ପ୍ରକାଶ ଯେ ଗତ ୨୭ ତାରିଖ ରାତିରେ ପିଏଚଡି ଅଞ୍ଚଳରେ ଥିବା ଏକ ଦୋକାନରୁ ଏକ ଇନଭେର୍ଟର ବ୍ୟାଟେରୀ ସହ…

 କେନ୍ଦ୍ରୀୟ ଟିମଙ୍କ ପାଇଁ ସଜେଇ ହେଉଛି ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର 

-ଇନ୍ଧନ ନ ଥିବା ବାହାନାରେ ଚାଲୁନ ଥିଲା ଜେନେରେଟର  -ସରକାରୀ ଅନୁଦାନ ପ୍ରଦାନ କରୁନଥିବା ଦର୍ଶାଇ ରୋଗିଙ୍କୁ ଯୋଗାଇ ଦିଆ ଯାଉନଥିଲା ଶୁଖା ଖାଦ୍ୟ  -ମାସ ମାସ ସଂଖ୍ୟା ଟଏଲେଟରେ ପଡୁନ  ଥିଲା ଫିନାଇଲ  -ଚାଲୁନଥିଲା ଏକ୍ସରେ ମେସିନ  ଘୁ. ଉଦୟଗିରି :ଗଗନ କୁମାର ପ୍ରଧାନ : କନ୍ଧମାଳ…

କଂଗ୍ରେସ ନେତା ରାମ୍ ବାବୁ ଆଉ ନାହାନ୍ତି

ସୋହେଲା(ଶାସକପ୍ରଶାସକ)- ଏ ଅଞ୍ଚଳର ବିଶିଷ୍ଟ ସମାଜସେବୀ,ବ୍ୟବସାୟୀ ତଥା କଂଗ୍ରେସ ନେତା ଆଉ ନାହାନ୍ତି। ସେ କିଛି ମାସ ହେଲା ଅସୁସ୍ଥ ଥିଲେ । ଗତକାଲି ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା   । ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।…

ନୟାଗଡ ମୁଖ୍ୟ ଚିକିତ୍ସାଳୟ ପରିସରରୁ ଦଲାଲ ଗିରଫ

ନୟାଗଡ(ବିଶ୍ୱଜିତ ନାୟକ)-ପ୍ରତିଟି ଚିକିତ୍ସାଳୟ ପରିସରରୁ ଦଲାଲମୁକ୍ତ କରିବା ନେଇ ସରକାର ନୂତନ ଅଭିଯାନ ଆରମ୍ଭ କରିଥିବା ବେଳେ ନୟାଗଡ଼ ଟାଉନ ଥାନା ପୋଲିସ ନୟାଗଡ ମୁଖ୍ୟ ଚିକିତ୍ସାଳୟ ପରିସରରୁ ଜଣେ ଦଲାଲକୁ ଗିରଫ କରିଛି।ଗିରଫ ଦଲାଲ ଜଣକ ହେଲେ ସଦର ଥାନା ପଦମପୁର ଗ୍ରାମର ମୃତ୍ୟୁଞ୍ଜୟ ପରିଡା…

“ବର୍ତ୍ତମାନ ପର୍ଯ୍ୟନ୍ତ ସେଲ କ୍ୟାପ୍ଟିଭ ମାଇନର ଥିଲା , ନିକଟ ଭବିଷ୍ୟତରେ ଏହା ମର୍ଚ୍ଚାଣ୍ଟ ମାଇନରରେ ପରିଣତ ହେବ,”…

ରାଉରକେଲା (ଶାସକ ପ୍ରଶାସକ): “ବର୍ତ୍ତମାନ ପର୍ଯ୍ୟନ୍ତ ସେଲ କ୍ୟାପ୍ଟିଭ ମାଇନର ଥିଲା, ନିକଟ ଭବିଷ୍ୟତରେ ଏହା ମର୍ଚ୍ଚାଣ୍ଟ ମାଇନରରେ ପରିଣତ ହେବ,” ବୋଲି ସେପ୍ଟେମ୍ବର ୨୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ…

ଧର୍ମେନ୍ଦ୍ରଙ୍କ ରେକର୍ଡ ହାଇ ଜମ୍ପ, ନବୀନଙ୍କ ପାଦ ଖସିଲା  ସାତପାଦ ପଛକୁ :  ରାମଦେବଙ୍କ ବ୍ୟାକ ଗିଅର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ,  ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ ତିନି, ଆରଏସଏସ ମୁଖ୍ୟ ମୋହନ  ଭାଗବତ ଚାରି , ରିଲାଏନ୍ସ ମୁକଜ୍ୟ ମୁକେଶ ଅମ୍ବାନୀ ପାଞ୍ଚ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଛଅ, ନିରାପତ୍ତା ପରାମର୍ଶଦାତା …

ଦଶହରା ପୂଜା ଉପଲକ୍ଷେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ସମନ୍ୱୟ ବୈଠକ

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :ପାର୍ବଣ ରୂତୁ ଆରମ୍ଭ ହୋଇଛି । ମା ଦୁର୍ଗାଙ୍କ ଆବାହନ ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ ପୂଜା ରୂତୁକୁ ସୁରୁଖୁରୁ ତଥା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଅଣ୍ଟା ଭିଡ଼ିଛି ପୋଲିସ ଓ ପ୍ରଶାସନ । ସୁନ୍ଦରଗଡ଼ ଟାଉନଥାନା ଠାରେ ଆଜି ଦଶହରା ପୂଜା…

ଅଂଚଳ ମହାବିଦ୍ୟାଳୟରେ ପ୍ଲାଷ୍ଟିକ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର : ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ଲାଷ୍ଟିକ୍ ବିରୋଧରେ ଏକ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କଲେଜର ପ୍ରିନସିପାଲ ଡ.ଲଲିତେନ୍ଦୁ ନାୟକ ସଭାପତିତ୍ୱ କରିଥିଲେ।  ଜେ ଗିରିଜା ଦେବୀ ସଭାର ମୁଖ୍ଯ ଅତିଥି ଭାବେ ଯୋଗଦେଇ ଅନେକ ସଚେତନାମୂଳକ ବାର୍ତ୍ତା ଦେଇଥିଲେ।…

ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଦିବସ ଅବସରରେ ମହିଳା ମହାବିଦ୍ୟାଳୟରେ ବକ୍ତୁତା ପ୍ରତିଯୋଗିତା 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ  ପାରଳାଖେମୁଣ୍ଡି ସ୍ଥିତ  ମହିଳା ସ୍ନାତକ ମହାବିଦ୍ୟାଳୟର ସଭାକକ୍ଷ ଠାରେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ-ବାର୍ଷିକୀ ପାଳନ ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ  ବକ୍ତୁତା ପ୍ରତିଯୋଗିତା ପ୍ରତିଯୋଗିତା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା…