ପରିଛା ମଠରେ ଅନନ୍ତ ମୁଖୀ  ଶ୍ରୀମଦ୍ ଭାଗବତ ପାରାୟଣ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କାର୍ତ୍ତିକ କୃଷ୍ଣ ପ୍ରତିପଦା ଦିନ ରାଜୁଗୁରୁ ସାହି ସ୍ଥିତ ପରିଛା ମଠ ବିଜେ ରାସିକରାଜ ମହାପ୍ରଭୁଙ୍କ ପ୍ରାଙ୍ଗଣରେ ସ୍ଵର୍ଗତ ନକ୍ଷତ୍ରମାଳା ପରିଛାଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ଅବସରରେ ଅନନ୍ତ ମୁଖୀ ଶ୍ରୀମଦ୍ ଭାଗବତ ପାରାୟଣ ରାଷ୍ଟ୍ରର କଲ୍ୟାଣ…

ବିଜେପୁର ସମର : ରଣସଜ୍ଜା ଜୋରଦାର, କାଲି ବିଜେ ହେବେ ମାନ୍ୟବର 

ଆସନ୍ତା କାଲି ଦୁଇ ଦିନିଆ ବିଜେପୁର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ପ୍ରାୟ ୪୩ ଟି ଜାଗାରେ କରିବେ ପଥପ୍ରାନ୍ତ ସଭା  ବରଗଡ :- ବିଜେପୁର ଉପନିର୍ବାଚନ କୁ ଆଉ ମାତ୍ର ଚାରିଦିନ ବାକି ରହିଲା । ବିଜେଡି ର ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ସପକ୍ଷରେ ପ୍ରଚାର କରିବା ପାଇଁ କଲି ଠାରୁ…

ବ୍ରାହ୍ମଣୀ ଗାଁ ରେ ହାତୀ ଉପଦ୍ରବ ଫସଲ  ନଷ୍ଟ। 

ବଲାଙ୍ଗିର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର): ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ରେ ଗତ ରାତି ସ୍ଥାନୀୟ ଜଙ୍ଗଲରୁ ହାତୀପଲ ଆସି ଫସଲ ନଷ୍ଟ କରିଥିବା ଜଣାପଡିଛି। ଫଲରେ ଏହି ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହୋଇଛି। ଏଥିରେ ରାମଚନ୍ଦ୍ର କୁଦେଇ, ମୁରାରି…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ମାନିଲେ, ଅନଗ୍ରସର ଶିଶୁଙ୍କ ଗହଣରେ ସମୟ କାଟିଲେ ମନ୍ତ୍ରୀ ଅଶୋକ ଓ ବିଧାୟକ ସୁଶାନ୍ତ 

ଭୁବନେଶ୍ୱର, (ଗିରିଜା ଶଙ୍କର ଦାଶ) : ତାଙ୍କ ଜନ୍ମଦିନରେ  ନବୀନ ନିବାସ ନଆସି ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ମୁଖ୍ୟାଂମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ ତାଙ୍କ ସମର୍ଥକ ଓ ଶୁଭେଛୁଙ୍କୁ | ଏପରିକି କେବଳ ତାଙ୍କ ଜନ୍ମ ଦିନ ନୁହେଁ ସମସ୍ତେ ନିଜ ନିଜ…

ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

Junagarh/ Aditya mahanty: ଆଜି ସମଗ୍ର ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ଜୁନାଗଡ ବିଜୁ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୁନାଗଡ ସ୍ଥିତ ସସ୍କୃତି ଭବନ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ପୋଲିସ ASI ଙ୍କର ଉପରେ କାର୍ଯନୁଷ୍ଠାନ ଓ ମଦ ବନ୍ଦ କରିବା ପାଇଁ ରାସ୍ତ ଅବରୋଧ କଲେ ଗ୍ରାମ ବାସୀ

ବରଗଡ :- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବରିହାପୁଖାପାଣି ଗ୍ରାମର ଶତାଧିକ ମହିଳା ମାନେ ପଦ୍ମପୁର ଗାଇସିଲେଟ ରାସ୍ତାକୁ ଜାମ କରିଦେଇଛନ୍ତି । ଗ୍ରାମ ବାସୀ ଙ୍କର ସୂତ୍ରରୁ ପ୍ରକାଶ ଯେ ସେହି ଗ୍ରାମର କିଛି ଲୋକ ଅବୈଧ ମଦ କାରବାର କରିବା ଦ୍ୱରା ଗ୍ରାମରେ ସବୁବେଳେ ଉତ୍ତେଜନା ଲାଗିରହିଥିବା…

ଖିଜିନିର ଲାଗି ଉସୋ ନାଇନ : ସୁଶାନ୍ତ ସିଂ

ନବୀନ ସରକାର କଥାରେ ନୁହେଁ,କାମରେ ବିଶ୍ୱାସ କରେ ବିରୋଧୀ ଙ୍କର ପାଖରେ ନିର୍ବାଚନ ଲଢ଼ିବାର କୋଣସି ମୁଦ୍ଦା ନାହିଁ ବିରୋଧୀ ଏଠି ଶସ୍ତା ରାଜନୀତି କରୁଛନ୍ତି  ବରଗଡ :- ବର୍ତ୍ତମାନ ବିଜେପୁର ଉପନିର୍ବାଚନ କୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଚାଲିଛି । ଏହା ଭିତରେ ରାଜନୈତିକ ଦଳ ମାନଙ୍କର…

ଇନ୍ଡୋର ବ୍ୟାଡମିଣ୍ଟନ ଓ ଆଉଟଡୋର ଷ୍ଟଡିୟମ ପରିଦର୍ଶନ କଲେ ବିଧାୟକ

ନୂତନ ମେଡିକାଲ କଲେଜ ହସପିଟାଲ କୋଠା ଓ ଖେଳ ପଡିଆ ହେଲା ଜାଗା ନିରୁପଣ ବଲାଙ୍ଗୀର/ନିରୋଜ ମିଶ୍ର :  ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ନିର୍ମାଣଧିନ ଇନ୍ଡୋର ବ୍ୟାଡମିଣ୍ଟର ଷ୍ଟଡିୟମ ଓ ଆଉଟଡୋର ଷ୍ଟାଡିୟମର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ…

ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆନ୍ ଏନର୍ଜି ଫୋରମର ତୃତୀୟ ସଂସ୍କରଣରେ କେନ୍ଦ୍ରମନ୍ତ୍ରୀ  ଆଗାମୀ ଦିନରେ ବିଶ୍ୱର ଉର୍ଜା ରୂପାନ୍ତରଣକୁ ବହୁଳ ଭାବରେ ପ୍ରଭାବିତ କରିବ ଭାରତ  ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍ ବୃଦ୍ଧି କରାଯିବ  ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ…

ବିଜେପୁର ରେ ପୋଲିସର ଫ୍ଲାଗମାର୍ଚ୍ଚ

 ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ଦଳ ମାନଙ୍କର ପ୍ରଚାର କାର୍ଯ୍ୟକ୍ରମ ଯେଭଳି ତୀବ୍ର ହେଉଛି ସେହିଭଳି ଉପନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ କରାଇବା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ବରଗଡ଼ SP ପଦ୍ମିନୀ ସାହୁ ଙ୍କର…