ସ୍କୁଲ ରେ ଦୁର୍ବୁତ ଲଗାଇଲେ ନିଆଁ : ଳୁଟିନେଲେ 1 ଲକ୍ଷ ଟଙ୍କାର ଜିନିଷ
ବୋୖଦ୍ଧ(ଶାସକପ୍ରଶାସକ):ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷl କେନ୍ଦ୍ର ରେ କେତେକ ଦୁର୍ବୁତ ତାଲା ଭାଙ୍ଗି ସ୍କୁଲ ଭିତରେ ନିଆଁ ଲଗାଇ ଳୁଟିନେଲେ ଲକ୍ଷlଧିକ ଟଙ୍କାର ସମ୍ପତି । ସୁଚନା ମୁତାବକ ସ୍କୁଲ ରେ ଥିବା 5 ଶହ ଖଣ୍ଡ ପାଠ୍ୟ ପୁସ୍ତକ , ଅଫିସ ଜରୁରୀ…