“୨୦ ବର୍ଷ ପରେ ୫-ଟି କାହିଁକି, ମନ୍ତ୍ରୀ- ବିଭାଗୀୟ ସଚିବ କଣ ଅଯୋଗ୍ୟ !!!!”:
ରାଜ୍ୟ ସରକାରଂକ ୫-ଟି ଭେଳିକି : ପ୍ରଶ୍ନ ଉଠାଇଲେ ଅପରାଜିତା
୫-ଟି ଏକ ଅଭିନବ ପଦକ୍ଷେପ ନୁହେଁ
୨୦ ବର୍ଷ ଧରି ଲାଗୁ ହୋଇନଥିଲା କି ୫-ଟି?
୫-ଟିକୁ ଏକ ଅଲଗା ବିଭାଗ କରି ଜଣକୁ ଦାୟୀତ୍ୱ ଦେଇ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ମାନଙ୍କୁ ଦୁର୍ବଳ କରୁଛନ୍ତି କି ରାଜ୍ୟସରକାର?
ବିଭାଗର…