Sign in
Sign in
Recover your password.
A password will be e-mailed to you.
Author
SPNEWS 56930 posts 0 comments
କଲିନାଯୁ ଘାଇରୁ ମୃତ ଦେହ ଜବତ, କାରଣ ଆସ୍ପଷ୍ଠ : ହତ୍ୟା ସନ୍ଦେହ
ଘୁ.ଉଦୟଗିରି:ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ଥାନା ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଂଚାୟତର କଲିନାଯୁ ଗ୍ରାମ ଠାରେ ଏକ ଅଭାବନିୟ ଘଟଣା ଘଟିଛି.କଲିନାଯୁ ଘାଇରୁ ରାଜ କିଶୋର ପ୍ରଧାନ (50) ନାମକ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି.
ସୂଚନା…
ଗୁଣପୁର ପୌର ପରିଷଦ ଟେଣ୍ଡର ବିଜ୍ଞପ୍ତିରେ ନୂଆ ନିୟମ : ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଶୁହାଇବାକୁ ନୁହେଁ ତ !!!
ଗୁଣୁପୁରରୁ ମାଧବ ବିଡିକା: ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦର ସୌନ୍ଦର୍ଯ୍ୟ ଏବଂ ଉନ୍ନତି କରଣ ନିମନ୍ତେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର ବାହାର କରାଯାଇ ବିଜ୍ଞପ୍ତି ଜାରି କରାଯାଇଛି । କିନ୍ତୁ ଉକ୍ତ ବିଜ୍ଞପ୍ତିରେ ଟେଣ୍ଡର ପକାଉଥିବା ଠିକାଦାର ମାନଙ୍କ…
ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପୁରସ୍କୃତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ନବମ ପ୍ରତିଷ୍ଠା ଦିବସରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଉଚ୍ଚ ପ୍ରଶଂସିତ ହୋଇ ରାଜ୍ୟ ସ୍ତରରେ ସମ୍ମାନିତ ହେବା ସହ ପୁରସ୍କୃତ ହୋଇଛନ୍ତି ।
ମୁଖ୍ୟତଃ ଗଜପତି ଜିଲ୍ଲାପାଳ…
ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ +୩ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏନ୍ ଏସ୍ ଏସ୍ ବିଭାଗର ସେବା ଯୋଜନା ଅଧିକାରୀ ଡ. ଭାରତୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଏନ୍ଏସ୍ଏସ୍ ଛାତ୍ରୀ ଓ ବିଦ୍ୟାଳୟର…
ଟପ ଟେନରେ ମହିଳା ସ୍ନାତକ ମହାବିଦ୍ୟାଳୟର କୃତି ଛାତ୍ରୀ ଧନଲକ୍ଷ୍ମୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର କୃତି ଛାତ୍ରୀ ଗୃହ-ବିଜ୍ଞାନ(ସମ୍ମାନ) ବ୍ରହ୍ମପୁର ବିଶ୍ବ-ବିଦ୍ୟାଳୟର +୩ ଶେଷ ବର୍ଷ ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଦଶମ ସ୍ଥାନ ଅଳଙ୍କୃତ କରିଛନ୍ତି ଧନଲକ୍ଷ୍ମୀ ବେହେରା ।
ଏହି…
ସାମ୍ବାଦିକ କାହ୍ନୁ ନନ୍ଦଙ୍କ ମାତୃ ବିୟୋଗ
ଜଗତସିଂହପୁର:():- ଜଗତସିଂହପୁର ଜିଲ୍ଲା ପାୟୋନିୟର ଇଂରାଜୀ ଖବର କାଗଜର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ କାହ୍ନୁ ନନ୍ଦଙ୍କ ମା' ସରୋଜିନୀ ନନ୍ଦଙ୍କ ହୃଦଘାତରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୫ବୟସ ହୋଇଥିଲା।କିଛିଦିନ ହେବ କଟକର ଏକ ଘରୋଇ ଚିକିତ୍ସାଳୟରେ ସେ…
ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ଜିଲ୍ଲାପାଳ ଅନୁପମ ଶାହା ଏହି…
ବଦଳି ଆଦେଶ ନବଦଳିବାରୁ ଆତ୍ମହତ୍ୟା ଉଦ୍ୟମ
ବଲାଙ୍ଗୀର : ବଲାଙ୍ଗିର ଡିଆରଡିଏ କାର୍ଯ୍ୟାଳୟରେ ଏମଜିଏନଆରଇଜିଏର ସଂଯୋଜକ ଭାବେ ଅବସ୍ଥାପିତ ଥିବା ମନୀଷା ମଦୁଆଲ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ କେଉଁ କାରଣରୁ ସେ…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥପାଠ
(ଆଠମଲ୍ଲିକ/ସନ୍ତୋଷ ମେହେର ):ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଛି ଏହି ଅବସରରେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଏଥିରେ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳଙ୍କ ଉପସ୍ଥିତିରେ ସମସ୍ତ କର୍ମଚାରୀଙ୍କୁ ଦୁର୍ନୀତି…