ସାହିତ୍ୟରେ ନୂତନ ପାଠକ ସୃଷ୍ଟି ପାଇଁ କିଶୋର ସାହିତ୍ୟର ପ୍ରସାର ଜରୁରୀ : ଦାଶ ବେନହୁର
ଆଦିତ୍ୟଭାରତ ପ୍ରକାଶନ ସଂସ୍ଥା ପୁସ୍ତକ ଉନ୍ମୋଚନ ସମାରୋହ
ଗୋଟିଏ ମଞ୍ଚରେ ଏକା ଦିନରେ ଦଶଜଣ ସାହିତ୍ୟିକଙ୍କ 12ଟି ଓଡିଆ ସାହିତ୍ୟ ପୁସ୍ତକ ଉନ୍ମୋଚିତ
ପଦ୍ମଜ ପାଳଙ୍କୁ ଆଦିତ୍ୟ ଭାରତ ସାହିତ୍ୟ ସମ୍ମାନ , ପୁରସ୍କାର ରାଶି ୨୫,୦୦୦ ଟଙ୍କା,
ନୂଆପଡାର ରାଧାଶ୍ୟାମ ଦାସଙ୍କୁ ଆଦିତ୍ୟଭାରତ ଭାଷା…