କରୋନାକୁ ନେଇ ପୁଣି ଏକ ଭିଡିଓ ଜାରିକଲେ ଦାସବର୍ମା
ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ପାଳନ ସହ ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ କଲେ ଅନୁରୋଧ ।
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନାକୁ ନେଇ ପୁଣି ଏକ ଭିଡିଓ ଜାରିକଲେ ଦାସବର୍ମା । ଗତ ଭିଡ଼ିଓରେ ନିଜ ଲଣ୍ଡନ ଫେରନ୍ତା ପୁଅର ପଞ୍ଜିକରଣ କରି ଆଇସଲେସନରେ ରଖିଥିବା ବିଷୟରେ ସୂଚନା ଦେଇଥିଲେ ।…