ସମ୍ବଲପୁର ଏଡିଏମଓ ଅଶୋକ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

0

ଭୁବନେଶ୍ୱର(ଶାସକ ପ୍ରଶାସକ)ସମ୍ବଲପୁର ଏଡିଏମଓ ଡ଼ଃ ଅଶୋକ ଦାସଙ୍କ ସେବା ମନୋଭାବର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ମାତାଙ୍କ ଦେହାନ୍ତର ଗୋଟିଏ ଦିନ ପରେ ନିଜ ଦାୟିତ୍ୱକୁ ଗୁରୁତ୍ୱ ଦେଇ କାର୍ଯ୍ୟରେ ଯୋଗ ଦେଇଥିଲେ ଡ଼ଃ ଦାସ । ସମ୍ପ୍ରତି କୋବିଡ଼-19ର ସଂକ୍ରମଣ କୁ ନେଇ ସମଗ୍ର ବିଶ୍ୱ ଜୁଝୁ ଥିବା ବେଳେ ଡ଼ଃ ଦାସ ନିଜ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ କରୋନା ବିରୋଧୀ ମୁକାବିଳାରେ ସାମିଲ ହେବା ପାଇଁ କାର୍ଯ୍ୟରେ ଯୋଗ ଦେଇଥିବା ବାସ୍ତବିକ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ରୁଇଟ କରି ଜଣାଇଛନ୍ତି ।

Leave A Reply

Your email address will not be published.