ଜ଼ିଲ୍ଲାରେ କରୋନା ଭୁତାଣୁ ମୁକାବିଲାର ଅଗ୍ରଗତି ନେଇ ଜିଲ୍ଲାପାଳ କଲେ ସମୀକ୍ଷା
ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ): ଜ଼ିଲ୍ଲାରେ କରୋନା ଭୁତାଣୁ ମୁକାବିଲାର ଅଗ୍ରଗତି ନେଇ ସମ୍ବଲପୁର ଜ଼ିଲ୍ଲାପରିଷଦର ଆଜି ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ ଶୁଭମ ସକ୍ସେନା ଙ୍କ ଅଧ୍ୟକ୍ଷତାରେ…