ଓଡିଶାରେ ଗଚ୍ଛିତ ଅମାପ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ ଭୂମିକା ନେବ – ଧର୍ମେନ୍ଦ୍ର ପ୍ରଧାନ
‘କ୍ରୋମିୟମ ୨୦୧୯’ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ
ଓଡିଶାରେ ୯୫ ପ୍ରତିଶତ କ୍ରୋମ ଗଚ୍ଛିତ
ବିଶ୍ୱ ପୁଞ୍ଜିନିବେଶକାରୀଙ୍କ ପାଇଁ ଉକ୍ରୃଷ୍ଟ ସ୍ଥାନ ହୋଇଛି ଭାରତ
ଭାରତର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ପୁଞ୍ଜିନିବେଶକାରୀ ଏବଂ ଉଦ୍ୟୋଗୀମାନଙ୍କୁ ସହଯୋଗୀ ହେବାକୁ ନିମନ୍ତ୍ରଣ…