ହରଭଙ୍ଗା /ପ୍ରତାପ ମେହେର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବିଭିନ୍ନ ପଞ୍ଚାୟତ, ଗାଁ, ଛକ ବଜାର , ସାପ୍ତାହିକ ହାଟ ସବୁ ଖାଁ ଖାଁ ଜଣା ପଡିଛି । ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । ରାମଗଡ଼, ଧଳପୁର, ତିଲେଶ୍ଵର, ଲୁଣିବାହାଲ୍, ସରସରା, ପୁରୁଣାକଟକ, ବାଣିଭୂଷନପୁର ଆଦି ସବୁ ପଞ୍ଚାୟତ ର ଜନତା କର୍ଫ୍ୟୁ କୁ ସମର୍ଥନ କରିବା ଦେଖା ଯାଇଛି । ସମସ୍ତ ଜନ ସାଧାରଣ ନିଜ ଇଚ୍ଛାରେ ଏହାକୁ ଦେଖିବାକୁ ମିଳିଛି ।
Sign in
Sign in
Recover your password.
A password will be e-mailed to you.