ଦୁର୍ଦ୍ଦିନରେ ବିତୁଛି ଅସହାୟ ସୁନାଧରଙ୍କ ଜୀବନ : କାନ ଡେରି ଶୁଣିବ କି ପ୍ରଶାସନ
ପାଟଣାଗଡ଼/ସଚିନ ସାହୁ :ବର୍ଷାରେ ଗରିବ ସୁନାଧର ବାଗ ଙ୍କର ଘର ଭାଙ୍ଗିଯାଇଛି ଓ ସେଥିରୁ ସେ ଅଳ୍ପକେ ବଞ୍ଚିଯାଇଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବାଙ୍କିବାହାଲ ଗ୍ରାମର ସୁନାଧର ବାଗ ବହୁ କଷ୍ଟରେ ଧାର କରଜ କରି କୁଲିବୃତି କରି ଘରଟିଏ ତିଆରି କରିଥିଲେ ।ବର୍ଷା ହେବାରୁ ଉକ୍ତ…