ଗଜପତି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ୧୫ ତମ  ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ପଶ୍ଚିମବଙ୍ଗର ଏକ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଏକ ଶିଶୁ କନ୍ୟାକୁ ପଶ୍ଚିମବଙ୍ଗର ଏକ ଦମ୍ପତ୍ତି ଜିଲ୍ଲା- ପ୍ରଶାସନଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।    ଗଜପତି ଜିଲ୍ଲାରେ ଥିବା ପୋଷ୍ୟ ସନ୍ତାନ…

ସଡକ ଦୁର୍ଘଟଣାରେ ଅଜଣା ବାଇକ ଚାଳକ ମୃତ

ବାରିପଦା(dillip mohanty)-  ମୁର୍ଗାବାଡି ଗୋଲେଇ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଅଜଣା ବାଇକ ଚାଳକର  ମୃତ୍ୟୁ ହୋଇଛି । ମୃତକ ଜଣଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ । ସୁଚନା ମୁତାବକ ବାରିପଦା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ମୁର୍ଗାବାଡି ଛକ…

ସମ୍ପତ୍ତି ଲୋଭରେ ମହିଳାଙ୍କୁ ହତ୍ୟା ଅଭିଯୋଗ, ଅଭିଯୁକ୍ତ ଦିଅର ଥାନାରେ ଅଟକ

ବାରିପଦା,(ଦିଲ୍ଲୀପ ମହାନ୍ତି ): -ସମ୍ପତ୍ତି ଲୋଭରେ ଭାଉଜଙ୍କୁ ହତ୍ୟା ଅଭିଯୋଗ। ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଇନ୍ଦୁପାହି ଅଞ୍ଚଳର ହିସି ହେମ୍ବ୍ରମ୍(୪୦)ଙ୍କୁ ତାଙ୍କ ଦିଅର ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ଭାଇ ରାଜେଶ ବାସ୍କେଙ୍କ ଅଭିଯୋଗ ପରେ…

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ଛାତ୍ର-ଛାତ୍ରୀଙ୍କ ପ୍ରତିଯୋଗୀତା-୨୦୧୯

ବାରିପଦା(ଦିଲ୍ଲୀପ ମହାନ୍ତି): ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ନିଦେ୍ର୍ଧଶମତେ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ତତ୍ୱାବଧାନରେ ତା.୧୩.୧୧.୨୦୧୯ ରିଖରେ ଲକ୍ଷ୍ମୀପୋଷି ସ୍ଥିତ ସ୍ୱତନ୍ତ୍ର ଅନ୍ଧ ଓ ବଧିର ବିଦ୍ୟାଳୟର ଖେଳ ପଡିଆରେ ମୟୂରଭଞ୍ଜ ଜିଲ୍ଲାର ଦିବ୍ୟାଙ୍ଗ…

ସଞ୍ଜାମୁରାରେ “ମୋ ଗାଁ ରେ ତହସିଲ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପଜିଲ୍ଲାପାଳ

(ଆଠମଲ୍ଲିକ/ସନ୍ତୋଷ ମେହେର ): କିଶୋରନଗର ତହସିଲ ଅନ୍ତର୍ଗତ ସଞ୍ଜାମୁରା ଗ୍ରାମପଞ୍ଚାୟତ ସଦରମହକୁମାଠାରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମକୁ ଆଠମଲ୍ଲିକ ଉପଜିଲ୍ଲାପାଳ ରଜନୀକାନ୍ତ ବିଶ୍ୱାଳ ଉଦଘାଟନ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ମୁଖ୍ୟ…

୧୦୮ ଆମ୍ବୁଲାନ୍ସ ମାନେ “ନୋ ଡାଉଟ, ନୋ ଚେକିଂ” : ମଦ ପିଅ କି ଗଂଜେଇ ନିଅ !!!!

 ଆମ୍ବୁଲାନ୍ସରେ ଡ୍ରାଇଭର ଓ ଫାର୍ମାସିଷ୍ଟ ପୁରା ନାଲି :ଭଗବାନଙ୍କ ଭରସାରେ ରୋଗୀ ବାରିପଦା(ଦିଲ୍ଲୀପ ମହାନ୍ତି)- ସାଧାରଣତଃ ୧୦୮ ଆମ୍ବୁଲାନ୍ସ ଦେଖିଲେ ଯେ କେହି ମାନବିକତା ଦୃଷ୍ଟିରୁ ବାଟ କ୍ଲିୟର କରିଦେବ | ସେ ଗାଡିକୁ ଚେକିଂ କରିବା ତା ଦୂରର କଥା ସାଇରନ ଦେଇ ଗଲାବେଳେ ପୋଲିସ ବି ତା ପାଇଁ…

  ଓଡଗାଁର ବିଭିନ୍ନ ବିଦ୍ୟାଳୟରେ ଶିଶୁଦିବସ ପାଳିତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ହେଉଛି ୧୩୦ ଜୟନ୍ତି । କୋମଳମତି ଶିଶୁମାନେ ଭବିଶ୍ୟତ ଭାରତର ଭାଗ୍ୟ ବିଧାତା । ସେମାନଙ୍କର ସୁରକ୍ଷା,…

ରାଜୀବ ଗାନ୍ଧୀ ସେବା କେନ୍ଦ୍ର କାହା ସ୍ୱାର୍ଥରେ

ନୂଆପଡା.(ଅମିତ ପୁରୋହିତ); ସଦର ବ୍ଲକ ଅନ୍ତର୍ଗତ ବୁଢିପାଲି ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଭଡାରେ ଦିଆଯାଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ବିଭିନ୍ନ ଯୋଜନା ଲୋକ ମାନଙ୍କର ଉନ୍ନତି ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି ପଞ୍ଚାୟତରେ ତାହାର ବିପରୀତ ପରିଲଖିତ ହେବାର…

ଶିଶୁ ଦିବସ ଅବସରରେ ଝାଙ୍କରପାଲି ସ୍କୁଲରେ ପୋଷାକ ବଂଟନ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝାଙ୍କରପାଲିସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ପୋଷାକ ବଂଟନ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତି ମଧ୍ୟ ମହାସମାରୋହରେ ପାଳିତ…

 ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ଶିଶୁ ଦିବସ ପାଳନ

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସସ୍ଥିତ ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କୁଲ ପରିଚାଲନା କମିଟି ତରଫରୁ ସ୍କୁଲର କୁନ କୁନି ପିିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ…