ଗଜପତି ଫାର୍ମାସୀ କଲେଜ ପକ୍ଷରୁ ୫୮ ତମ “ଜାତୀୟ ଫାର୍ମାସୀ ସପ୍ତାହ-୨୦୧୯” ପାଳିତ
ଔଷଧ ଖାଇବା ପୂର୍ବରୁ ଡାକ୍ତର କି ଫାର୍ମାସିଷ୍ଟଙ୍କ ପରାମର୍ଶ ନେବା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଫାର୍ମାସୀ କଲେଜ ପକ୍ଷରୁ ୫୮ ତମ ଜାତୀୟ ଫାର୍ମାସୀ ସପ୍ତାହ-୨୦୧୯ ପାଳିତ ହୋଇଯାଇଛି । ସ୍ଥାନୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ରାଜାନହର…