ସମ୍ବଲପୁର,ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଆଜି ସମ୍ବଲପୁର ଜ଼ିଲ୍ଲାପାଳ ଙ୍କ ଦ୍ଵାରା ଜାରୀ କରାଯାଇଛି ଗୁରୁତ୍ୱ ପୂର୍ଣ୍ଣ ସୂଚନା l ସାମାଜିକ ଦୂରତ୍ୱ ପାଳନରେ ଅବମାନନା କିମ୍ବା ଖିଲାପ କଲେ ଦୋକାନୀ, ବିକ୍ରେତା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଆଇନ ମତେ ମାମଲା ରୁଜୁ କରିବା ନଚେତ ବନ୍ଦ ବା ସିଲ କରିଦିଆ ଯିବ ବୋଲି ଜ଼ିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.