ଜେ ଏସ ଏମ କମର୍ସ କଲେଜ୍ ର ବାର୍ଷିକ କ୍ରୀଡା ଉତ୍ସବ ପାଳିତ
ବଲାଙ୍ଗୀର:- (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ଆଜି ବଲାଙ୍ଗିର ର ଅନ୍ୟତମ ବାଣିଜ୍ୟ ମହାବିଦ୍ୟାଳୟ ଜେ ଏସ ଏମ କମର୍ସ କଲେଜ୍ ର ୪ ର୍ଥ ବାର୍ଷିକ କ୍ରୀଡା ଉତ୍ସବ ରାଜେନ୍ଦ୍ର ନାରାୟଣ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ କ୍ରୀଡାବିତ୍ ସୁଶ୍ରୀ…