ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ

ନୂଆପଡା(ଅମିତ ପୁରୋହିତ); ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏଡିଏମ ସିତାରାମ ପଟେଲ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲା ବେଳେ…

ପଦ୍ମପୁରରେ ସ୍ୱଚ୍ଛ ଭାରତ କାଗଜ କଲମରେ

ପଦ୍ମପୁର - ମଣିଷ ନିଜେ ସଫା ରହିବାକୁ ହେଲେ ନିଜ ପରିବେଶକୁ ଆଗ ସଫା ରଖିବା ନିହାତି ଦରକାର । ସରକାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସଫା ରଖିବା ନିମନ୍ତେ ବିଭିନ୍ନ ଯୋଜନା ମାନ କରୁଛନ୍ତି । ସ୍ୱଚ୍ଛ  ଭାରତ ମିଶନ ତନ୍ମଧ୍ୟରୁ ଅନ୍ୟତମ । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହି ଯୋଜନା ମାଧ୍ୟମରେ…

ସଶକ୍ତ ମିଶନ ଇନ୍ଦ୍ରଧନୁଷ- ୨.୦ ର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା  ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା-ବ୍ୟାପି ନବଜାତ ଶିଶୁ ଓ ପ୍ରସୂତିଙ୍କୁ ଟୀକାକରଣ ଅଭିଯାନ "ସଶକ୍ତ ମିଶନ ଇନ୍ଦ୍ରଧନୁସଷ ୨.୦ ର ଶୁଭାରମ୍ଭ …

ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ -୨୦୧୯ : ଲୁକାୟିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କ୍ରୀଡ଼ା ଓ ଯୁବ ସେବା , ଓଡିଶା, ଭୁବନେଶ୍ବର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଓଡ଼ଗାଁ ଏନଏସିରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ବୈଠକ

ଓଡ଼ଗାଁ, /ଶ୍ରୀକାନ୍ତ ମିଶ୍ର  : ନୟାଗଡ଼ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ସହ ବନ୍ଧିତ ନିର୍ମାଣ ଶ୍ରମିକ ବୈଠକ ଓଡ଼ଗାଁ ଏନଏସି ଅନ୍ତର୍ଗତ କଲ୍ୟାଣୀମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ବିମ୍ବାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ…

୪୮ଘଂଟା ମଧ୍ୟରେ ବାହାଡାଝୋଲା ଭାଟସାହି ହତ୍ୟାକାଣ୍ଡର ଅଭିଯୁକ୍ତ ଯୁବକ ଗିରଫ 

ଓଡ଼ଗାଁ, /ଶ୍ରୀକାନ୍ତ ମିଶ୍ର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡ଼ାଝୋଲା ଭାଟସାହିରେ ୨୯ ତାରିଖ ରାତିରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ମନୋଜ ନାୟକ(୨୧)କୁ ୪୮ ଘଂଟା ମଧ୍ୟରେ ଓଡ଼ଗାଁ ପୋଲିସ ଗିରଫ କଲା । ଏବଂ ହତ୍ୟାକାଣ୍ଡ ପାଇଁ ବ୍ୟବହୃତ ଏକ ଧାରୁଆ…

ପ୍ରଭୁଙ୍କୁ ହେଲା ଶୀତ : ଲାଗିହେଲେ ଶୀତବସ୍ତ୍ର

ଓଡଗାଁ (ଶିକାନ୍ତ ମିଶ୍ର) : ପ୍ରଭୁ ଶ୍ରୀରଘୁନାଥଙ୍କର ପ୍ରତ୍ୟେକ ଲିଳା ମାନବୀୟ ଜୀବନଧାରା ସହିତ ଓତପ୍ରତଃ ଭାବେ ଜଡ଼ିତ । ଋତୁଚକ୍ରର ପରିବର୍ତନ ଅନୁସାରେ ମନୁଷ୍ୟର ଦୈନ୍ୟଦିନ ଜୀବନ ଚକ୍ରରେ ମଧ୍ୟ ପରିବର୍ତନ ଆସିଥାଏ । ଏଥିରୁ ଦେବତାମାନେ ବା ବାଦ ଯିବେ କିପରି ? ଯୁଗଯୁଗ  ଧରି ଅବତରୀତ…

ଅନ୍ୟଙ୍କ ବାରଣ୍ଡାରେ କଟୁଛି ଜୀବନ, ଘର ଖଣ୍ଡେ ମିଳୁନି  : “ମୋ ସରକାର” ଶୁଣିବେ କି ଦୁର୍ଗାଙ୍କ ଦଇନି  !!

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): ରାଜ୍ୟ ତଥା କେନ୍ଦ୍ର ସରକାର ଘର ଦ୍ଵାରା ନଥିବା ଗରିବ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ଘର ଯୋଗାଇ ଦେଉଥିବା ବେଳେ ଦୂର୍ଗାଚରଣଙ୍କ ଭାଗ୍ୟରେ ଏ କଥା ଜୁଟିନାହିଁ | ୨୦୧୦ରୁ ଘର ଭାଙ୍ଗି ଯାଇଥିବାବେଳେ ବାରମ୍ବାର ବ୍ଲକ ଦୌଡ଼ି…

ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ରବିବାର ମାର୍ଗଶୀର ମାସ ଶୁକ୍ଖପଂଚମୀ ତିଥି ଅବସରରେ ପ୍ରାରମ୍ଭ ଶ୍ରଣୀର ଛାତ୍ର ଛାତ୍ରୀ ଏବଂ ଅଭିଭାବିକା ମାନଙ୍କୁ ନେଇ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ…