କରୋନା ଲଢେଇରେ ଏକାକାର ହୋଇଯାଇଛନ୍ତି ସଭିଏଁ
ପ୍ରଶାସନ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି
ପଦ୍ମପୁର-ସାରା ବିଶ୍ବ କୁ ନିଜ କବଳରେ କରିଥିବା କରୋନା ଭୁତାଣୁ କୋଭିଡ-୧୯ ଯୋଗୁ ସାରା ପୃଥିବୀର ରାଷ୍ଟ୍ର ମାନେ ହଇରାଣ ଥିବା ବେଳେ ଭାରତ ରେ ମଧ୍ୟ କରୋନା ସହ ଲଢ଼ିବା ପାଇଁ ଦେଶ ର ପ୍ରଧାନ ମନ୍ତ୍ରୀ…