ଅଟୋ ଦୁର୍ଘଟଣାରେ ୧ମୃତ ୧ଗୁରୁତର

(ଆଠମଲ୍ଲିକ/ସନ୍ତୋଷ ମେହେର ):ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ ବଲୁଆଘରା ଗ୍ରାମର ଲମ୍ବୋଦର ବାଘଙ୍କ ଅଟୋ ଦୁର୍ଘଟଣାରେ ମୃତ୍ୟୁ ହୋଇଛି I ସୂଚନା ମୁତାବକ ଲମ୍ବୋଦର ଏକ ଅଟୋ (OD27A5531)ରେ ବସି କିଶୋରନଗର ରଣିଆକଟାରୁ ଫେରୁଥିବା  ବେଳେ ଭରତାପୁର ପାଖ ବାଙ୍କରାସ୍ତାରେ ଅଟୋଟି…

୩୭ତମ ବାର୍ଷିକ କୋଟି ସମାରୋହ ଉଦଯାପିତ

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୩୭ତମ ବାର୍ଷିକ କ୍ରିଡା ସମାରୋହ ଶନିବାର ଅନ୍ତିମ ଦିବସ ପ୍ରାତଃ  ପର୍ଯ୍ୟନ୍ତରେ ସମାଜ ସେବୀ ନିରୋଜ ଦୋରା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ  ପଦ୍ମପୁର ଉପ…

ରାଜ୍ୟସ୍ତରୀୟ ଫୁଟ୍ ଭଲି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଦ୍ୱିତୀୟ ବାର୍ଷିକ ଶ୍ରୀକୃଷ୍ଣ ବିଶ୍ୱାଳ ମେମୋରିଆଲ ଫୁଟ୍ ଭଲି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମୁମତାଜ ଅଲ୍ଲୀ ହାଇସ୍କୁଲ୍ ଖେଳପଡ଼ିଆରେ ସିଟିକ୍ଲବ ନୟାପଲ୍ଲୀ ଓ ଫୁଟ୍ ଭଲି ଆସୋସିଏସନ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ…

ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ, ଶିକ୍ଷା ଓ ତାଲିମ ଶିବିର : ରକ୍ତଦାନ କଲେ ଶିକ୍ଷକ ସମେତ ପରିବାର ଲୋକେ 

ନୂଆପଡ଼ା,(ଅମିତ ପୁରୋହିତ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତ ହାଇସ୍କୁଲ ପରିସରରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ, ଶିକ୍ଷା ଓ ତାଳିମ ଶିବିର ଉଦଯାପିତ  ହୋଇ ଯାଇଛି । ଡିଇଓ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ନୂଆପଡ଼ା ବିଧାୟକ…

ମହିଳା ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଜଳ-ବିଭାଜିକା କାର୍ଯ୍ୟାଳୟ ସଭାକକ୍ଷ ଠାରେ ମହିଳା ବିକାଶ ପ୍ରତିଷ୍ଠାନ ଓ ଅଲିଭା ମହାସଂଘର ମିଳିତ ସହଯୋଗରେ  ଦି ହଙ୍ଗର ପ୍ରୋଜେକ୍ଟ ଓଡିଶା ,  ସହାୟତାରେ ମହିଳା ପଞ୍ଚାୟତ ପ୍ରତିନିଧି ଓ…

ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ଓ ଲିଙ୍ଗଗତ ସମସ୍ୟା ସମ୍ବନ୍ଧିୟ କର୍ମଶାଳା

ନୂଆପଡ଼ା,(ଅମିତ ପୁରୋହିତ): ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଆଶା ଓଡିଶା, ସେଭ ଦି ଚିଲଡ୍ରେନ୍ସ, ମହିଳା ଓ ଶିଶୁ ସହାୟତା କେନ୍ଦ୍ର, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ,ପୁଲିସ ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟିର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ଓ ଲିଙ୍ଗଗତ ସମସ୍ୟା ସମ୍ବନ୍ଧିୟ…

ଅବଢ଼ା ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା : ସଂରକ୍ଷିତ ରଖିଲେ ଛଅଟି ଲଘୁ ଖଣି

ଏ ସବୁ ଖଣିରୁ ଉତ୍ତୋଳିତ ସବୁ ଖଣ୍ଡୋଲାଇଟ ପଥର ଯିବ ପୂର୍ତ୍ତ ବିଭାଗକୁ  କେବଳ ଐତିହ୍ୟ ସହର ବିକାଶ କାର୍ଯ୍ୟରେ  ହେବ ବ୍ୟବହାର  ଭୁବନେଶ୍ୱର (Shasak Prashasak) ପୁରୀକୁ ବିଶ୍ବ ଐତିହ୍ୟ କ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଥିବା ବେଳେ ଏଥିପାଇଁ  ଆବଶ୍ୟକ…

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗର ଆଲୋଚନା ଚକ୍ର 

କାର୍ଯ୍ୟକ୍ରମରେ ଯୋଗଦେଲେ  ଆନ୍ତର୍ଜାତୀୟ ପର୍ବତାରୋହୀ ଯୋଗାଭ୍ୟାସ ଭୋଇ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଦୁଇଦିନ ଧରି ଗଜପତି ଜିଲ୍ଲା ଗ୍ରସ୍ତରେ ଆସିଥିବା…

ବେଆଇନ ମଦ କାରବାର : ଦୁଇ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ) ବେଆଇନ ମଦ କାରବାର ଅଭିଯୋଗରେ ବଡ଼ବିଲ ପୋଲିସ ଗତକାଲି ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଦୁଇଜଣ ହେଲେ ବଡ଼ବିଲ ଚଟେଇହଟିଂ ଅଞ୍ଚଳର  ମଙ୍ଗୁଳୁ ଗୋପ (୩୮) ଓ ଭୁଶୁଗାଁ ଆଜାଦ ବସ୍ତି ଅଞ୍ଚଳର ଗଉରା ପାତ୍ର (୪୩)। ମଙ୍ଗଳୁ ନିକଟରୁ ୧୦ ଲିଟର ଦେଶୀ ମଦ…

 ବଡ଼ବିଲ-ନାଲଦା ରାସ୍ତାର ଦୋହରୀକରଣ ନିମନ୍ତେ ଭୂମି ଅଧିଗ୍ରହଣ ପାଇଁ ଗ୍ରାମସଭା : ବଡ଼ବିଲବାସୀଙ୍କ ତୀବ୍ର ବିରୋଧ

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ବାଟା ଛକ ଠାରୁ କାରା ଖେଣ୍ଡରା ଦେଇ ନାଲଦା ପର୍ଯ୍ୟନ୍ତ  ରାସ୍ତାର ଦୋହରୀ କରଣ ନିମନ୍ତେ ଭୂମି ଅଧିଗ୍ରହଣ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଆଜି ବଡ଼ବିଲ ବିକାଶମହଲ ସଭାଗୃହରେ ଏକ  ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଗ୍ରାମସଭାରେ ସ୍ଥାନୀୟ…