ପୁଣି ଚର୍ଚ୍ଚାରେ ଆଇଏଫଏସ ଖୁସୱନ୍ତଙ୍କ ଦାଦାଗିରି !
ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଧମକ ଅଭିଯୋଗ : ଥାନାରେ ମାମଲା ରୁଜୁ
ନୂଆପଡ଼ା(ଅମିତ ପୁରୋହିତ): ଦୁଇ ବର୍ଷ ତଳେ ଟ୍ରାଫିକ ହାବିଲଦାର ଓ ତାଙ୍କ ପୁଅକୁ ନିସ୍ତୁକ ମାଡ ମାରି ଡିଏଫଓ ଖୁସବନ୍ତ ସିଂ ବିବାଦର ପରିସରକୁ ଆସିଥିଲେ । ଜଣେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଧମକ ଦେଇ ପୁଣି ଏବେ ବିବାଦରେ…