ଧର୍ମେନ୍ଦ୍ର ଓ ଅରୁଣଙ୍କ ହାତରେ ଆଉ ପାଦେ ଆଗେଇଲା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ
ରେଳ ଗଡ଼ିଲା ଆଉ ୧୨ କିମି ମହୀପୁର ଯାଏ
ନୟାଗଡ(ବିଶ୍ୱଜିତ ନାୟକ) :- ଏକଦା ବାଣୀବିହାର ଦୁଇ ବନ୍ଧୁ ତଥା ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ବର୍ତ୍ତମାନର କେନ୍ଦ୍ର ପେଟ୍ରୋଲିଅମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଡ଼ ଅରୁଣ ସାହୁ…