ମା’ଙ୍କ ପାଇଁ ସେବାର ହାତ: ବଲାଙ୍ଗୀର ସ୍ଵଧାର ଗୃହରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ବଲାଙ୍ଗୀର: ମା' ହେଉଛି ସୃଷ୍ଟିର ସର୍ବଶ୍ରେଷ୍ଠ କୃତି। ସେହି ମା'ମାନଙ୍କ ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇବା ପାଇଁ ଆଜି ସାରା ବିଶ୍ୱରେ 'ବିଶ୍ୱ ମାତୃ ଦିବସ' ପାଳିତ ହେଉଥିବା ବେଳେ, ବଲାଙ୍ଗୀର ସହରରେ ଏକ ନିଆରା ଓ ମହତ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ସହରର ଅଗ୍ରଣୀ ସାମାଜିକ ସଂଗଠନ…