ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବନ୍ଧୁମିଳନ ଓ ପ୍ରସ୍ତୁତି ବୈଠକ
ବାରିପଦା (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଅବଲୁପ୍ତ ପ୍ରାୟ ଭାଷା-ସାହିତ୍ୟ, କଳା ଓ ସଂସ୍କୃତି ସହ ପର୍ଯ୍ୟଟନ ଆଦି କ୍ଷେତ୍ରରେ ବିକାଶ ଆଣିବା ନିମନ୍ତେ ବାରିପଦା ପୌରପରିଷଦ ଉପକଣ୍ଠସ୍ଥି ବୁଢା ବଳଙ୍ଗ , ଚିପଟ ଓ ଇଟାଯୋଡି ନଦୀର ସଂଗମ ସ୍ଥଳରେ ୨୦୦୩ରୁ ଓଡିଆ ନବବର୍ଷ ତଥା…