ବାଜାର ତାଳେ ତାଳେ ନାଚିଲେ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ ଓ ପିଡି
ଚଇତି ଉଦ୍ଯାପନୀ ଉତ୍ସବ : ଭରପୁର ଉପଭୋଗ କଲେ ଦର୍ଶକ
ରାୟଗଡ(ସରୋଜ କୁମାର ସାହୁ) ଦିର୍ଘ ପାଂଚ ଦିନ ଧରି ଚାଲିଥିବା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଚଇତିର ଶେଷ ସନ୍ଧ୍ୟା ବା ଉଦଯାପନି ଦିବସରେ ମୂଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା ସଂଖ୍ୟାଲଘୁ ଓ…