ଖୁସି ଖବର, ସୁସ୍ଥ ହେଲେ ଆଉ ୧୪ ଜଣ କରୋନା ପଜିଟିଭ

ଭୁବନେଶ୍ୱର (ଶାସକ ପ୍ରଶାସକ ) ଖୁସି ଖବର | ଆଉ ୧୪ ଜଣ କରୋନା ପଜିଟିଭ ସୁସ୍ଥ ହେଲେ | ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ଜଣେ  ଭୁବନେଶ୍ୱରରୁ  ୩ ଜଣ, ବାଲେଶ୍ୱରରୁ  ୩ ଜଣ ଓ ଭଦ୍ରକ ୭ ଜଣ ସାମିଲ | ଆଜିର ଏହି ଘୋଷଣା ପରେ କେନ୍ଦ୍ରାପଡା ପଜିଟିଭ ଶୁନ୍ୟ ହୋଇଛି | ଆଜିର ୧୪ ଜଣଙ୍କୁ ମିଶାଇ…

ଗୋଲିଆ ପଞ୍ଚାୟତରେ ଆର.ବି.ଏସ.କେ. ଟିମ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର.ବି.ଏସ.କେ. ଟିମ ଗୁରୁବାର ଦିନ ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତର ୩ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହି ମେଡିକାଲ ଟିମରେ ଡାକ୍ତର…

ଆଉଜଣେ କରୋନା ଯୋଦ୍ଧା : କରୋନା ପାଇଁ ବିବାହ କଲେନି ଫାୟାର ମ୍ୟାନ

ବୋୖଦ୍ଧ(ସିମୁନ୍ ନାଏକ) : କରୋନା ପାଇଁ ସମସ୍ତେ ତତ୍ପର । ବିଶେଷ କରି କରୋନା ଯୁଦ୍ଧରେ ଯେଉଁ ମାନେ ଜଣେ ଜଣେ ଯୋଦ୍ଧା ସେମାନେ ନିଜ ଜୀବନକୁ ବାଜି ଲଗେଇ କର୍ତ୍ତବ୍ୟ  କରି ଚାଲିଛନ୍ତି । ଆମେ କହୁଛୁ ଏମିତି ଏକ ଯୋଦ୍ଧାଙ୍କ କଥା ଯିଏ ନିଜ ବିବାହ କୁ ଭୁଲି କର୍ତ୍ତବ୍ୟ କରି କରୋନା ପାଇଁ…

ଗ୍ୟାସ ଟାଙ୍କି ଫାଟି ଜଳି ଗଲା 12 ବଖରା 

ହାଟଡିହି(ମକରଧ୍ବଜ ଜେନା):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 12 ବଖରା ଘର ଜଳି ଯାଇଛି. ଖବର ରୁ ଜଣା ଯାଇଛି ଯେ ସୁବାଷ ପ୍ରଧାନ ଙ୍କ ଘର କୁ ଲାଗି ନିଜର ଏକ ଦୋକାନ ଅଛି. ଗ୍ୟାସ ଯୋଗେ ରୋଷଇ ଚାଲୁ ଥିବା ବେଳେ ଦୋକାନ ରେ ରଖିଥିବା…

କରୋନା ଯୁଦ୍ଧ : ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା  

ହାଟଡିହି(ମକରଧ୍ବଜ ଜେନା):  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ ମହାନ୍ତି ଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ କରାଯାଇଛି |   ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | କରୋନା ମୁକାବିଲା…

କରୋନା ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଓ ତତ୍ପରତାରେ ଜିଲ୍ଲାବାସୀ ଆଶ୍ୱସ୍ତ 

 ହାଟଡିହି(ମକରଧ୍ବଜ ଜେନା):  ଜିଲ୍ଲାରେ ଜଣେ କରୋନା  ଆକ୍ରାନ୍ତ ଜଣାପଡିବା ପରେ ସାବାସ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେଙ୍କ ତତ୍ପରତା ତଥା  କାର୍ଯ୍ୟଦକ୍ଷତାକୁ ନେଇ ସମଗ୍ର ଜିଲ୍ଲା ଖୁସି ବ୍ୟକ୍ତ କରୁଛନ୍ତି |  ଆନନ୍ଦପୁର ବ୍ଲକ ପଞ୍ଚୁପଲି ପଞ୍ଚାୟତରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ…

୧୪୭ରେ ପହଂଚିଲା କରୋନା ପଜିଟିଭ : ଯାଜପୁରରୁ ଆଉ ଦୁଇ 

ଭୁବନେଶ୍ୱର (ଶାସକ ପ୍ରଶାସକ)ଯାଜପୁରରୁ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ଦୁଇଜଣ ଯାଜପୁରର କଣ୍ଟନମେଣ୍ଟ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ବିରାଜପୁରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୫୫ ବର୍ଷ | ସେହିପରି କଟିକଟା ଅଂଚଳରୁ ହ୍ୱିହ୍ନଟ ହୋଇଥିବା ମହିଳାଙ୍କ ବୟସ ୭୫ ବର୍ଷ | …

ଏବେ ତାମିଲନାଡୁ ଫେରନ୍ତାଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ : ବଲାଙ୍ଗୀରରେ ପଶିଲା କରୋନା

ଭୁବନେଶ୍ୱର( ଶାସକ ପ୍ରଶାସକ)ନୂଆ ଜିଲ୍ଲାରେ ପଶିଛି କରୋନା | ଆଜି ବଲାଙ୍ଗୀର ଜିଲ୍ଲାରେ କରୋନା ତା ଉପସ୍ଥିତି ଜାହିର କରିଛି | ଦୁଇଜଣ  ବାହାରିଛନ୍ତି କରୋନା ପଜିଟିଭ ବାହାରିଛନ୍ତି ଆଜିର ଦ୍ଵିତୀୟ ଦଫାରେ | ପ୍ରଥମ ଦଫାରେ ବାଲେଶ୍ୱରର ଜଣେ କଲିକତା ଫେରନ୍ତା ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ …

ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଦାବି କଲେ ବାରିକ ସଂଘ 

ସିନାପାଲି/ନିରାକାର ମେହେର -କରୋନା ଭୁତାଣୁ ର ଆତଙ୍କ ରେ ସାରା ଭାରତ ଆଜ କୁ ପ୍ରାୟ 1 ମାସ ରୁ ଉର୍ଧ ସମସ୍ତ ଦୋକାନ,  ବଜାର, ସେଲୁନ, ବିୟୁଟି ପାର୍ଲର ବନ୍ଦ ରହିଥିବାରୁ ଦିନ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଆଜି ନୂଆପଡା ଜିଲ୍ଲା ସିନାପାଲି ବାରିକ ସଂଘ ବିଡ଼ିଓଙ୍କ ଜରିଆରେ…