ଟିଟିଲାଗଡ ପୋଲିସ ଦ୍ଵାରା ମଦ ଓ ମହୁଲ ଫୁଲ ଜବତ : ଜଣେ ଗିରଫ।
ଟିଟିଲାଗଡ (ଗୌରବ ଦର୍ଜୀ): ଦେଶ କୋରୋନା ସଙ୍ଗେ ଲଢ଼ୁଛି। ଡକ୍ଟର, ନର୍ସ, ପୋଲିସ୍ , ସଫେଇ କର୍ମଚାରୀ ସମସ୍ତେ କୋରୋନା ଯୋଦ୍ଧା ସାଜିଛନ୍ତି। ପୁରା ଦେଶ କୁ ତାଲାବନ୍ଦ ଘୋଷଣା କରାଯାଇଛି। କିଛି କିଛି ସ୍ଥାନ କୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ୍ କରାଯାଇଛି। ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି…