ଓଡ଼ଗାଁ ମହୋତ୍ସବ  ପଲ୍ଲୀଶ୍ରୀ ମେଳା ୨୦୨୦ : ଦର୍ଶକଙ୍କ ଅପେକ୍ଷାରେ ମହୋତ୍ସବ  ପଡ଼ିଆ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ମହୋତ୍ସବ  ଓ ପଲ୍ଲୀଶ୍ରୀ ମେଳା ୨୦୨୦ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମଂଚ ଅପେକ୍ଷା କରିଛି ଅତିଥି ଓ କଳାକାର ମାନଙ୍କୁ । ପଲ୍ଲୀଶ୍ରୀ ମେଳା ଓ ହୋଟେଲ ଅପେକ୍ଷା କରିଛି ଗ୍ରାହକ ମାନଙ୍କୁ । ପାଟ ଓଢଣୀରେ ଆଲୋକ ମାଳାରେ ସୁସଜିତ ପଡ଼ିଆ ଅପେକ୍ଷା କରିଛି…

ପଦୋନ୍ନତି ପରେ ନୂତନ ଦାୟିତ୍ୱ ଗ୍ରହଣ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ଜଜ୍ ପରିବାର ଅଦାଲତ 

ରାୟଗଡ(ସରୋଜ ସାହୁ):ରାୟଗଡ ଜିଲ୍ଲା ଅଦାଲତରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଶିଷ କୁମାର ତ୍ରିପାଠୀଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପୂନର୍ବାର ରାୟଗଡରେ ଜଜ୍ ପରିବାର ଅଦାଲତ ଭାବେ ପଦୋନ୍ନତି ଦେଇ ଅବସ୍ଥାପିତ କରିଛନ୍ତି । ସେହିଭଳି ମୁଖ୍ୟ ବିଚାର ବିଭାଗୀୟ ଜଜ୍ ଜ୍ଞାନେନ୍ଦ୍ର କୁମାର…

ଭାରତ ବନ୍ଦକୁ ମୟୂରଭଞ୍ଜ ଜିଲ୍ଲାରେ ମିଳିଛି ଅଦ୍ଭୁତପୂର୍ବ ଜନସମର୍ଥନ :ଜନ ଜୀବନ ପ୍ରଭାବିତ

ଦୋକାନବଜାର, କୋର୍ଟକଚେରୀ, ବ୍ୟବସାୟ ପ୍ରତିଷ୍ଠାନ , ବ୍ୟାଙ୍କ ସେବା, ପରିବହନ ଓ ଗମାନଗମନ ବ୍ୟବସ୍ଥା ଠପ୍ ବାରିପଦା(ଦିଲ୍ଲୀପ ମହାନ୍ତି)- ସିଟୁ, ଆଇଏନ୍ଟିୟୁସି, ଏଆଇଟିୟୁସି, ଏଆଇୟୁଟିୟୁସି ଓ ଏଚ୍ଏମ୍ଏସ୍ ଆଦି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ତଥା ବିଭିନ୍ନ ଫେଡେରେସନ ପକ୍ଷରୁ  ଦିଆଯାଇଥିବା…

ଓଡିଶାର ଜନତା କଂଗ୍ରେସ ଏବଂ ବାମପନ୍ଥୀଙ୍କ ବନ୍ଦ ଡାକରାକୁ ପ୍ରତ୍ୟାଖାନ କରିଛନ୍ତି :ବିଜେପି

ଭୁବନେଶ୍ୱର(ଶାସକ ପ୍ରଶାସକ): କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ଆଜି ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ଆଜି ଜୀବନଯାତ୍ରା ପୂରା ସ୍ୱାଭାବିକ ରହିଥିଲା । କଂଗ୍ରେସ ବନ୍ଦ ସମୟରେ ହିଂସା ସୃଷ୍ଟି କରେ । ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଦୋକାନ ବଜାର ବନ୍ଦ ଥିଲା । ରାଜଧାନୀ…

କିଆକଟାରେ ଭାରତ ବନ୍ଦର ପ୍ରଭାବ

(ଆଠମଲ୍ଲିକ/ସନ୍ତୋଷମେହେର): ଆଠମଲ୍ଲିକ ବ୍ଲକ କିଆକଟା ଅଂଚଳରେରେ ଭାରତ ବନ୍ଦର  ପ୍ରଭାବ ପଡ଼ିଥିବାର ଦେଖିବାକୁ ମିଳିଛି। ବ୍ୟାଙ୍କ ସେବା, ସହିତ ସମସ୍ତ  ପ୍ରକାର ଅଫିସ, ଦୋକାନ ବଜାର, ପେଟ୍ରୋଲ ପମ୍ପ, ଯାତ୍ରୀବାହୀ ଗାଡିମଟର ଆଦି ବନ୍ଦ ରହିଥିଲା  ।  ଶିକ୍ଷାନୁଷ୍ଠାନ ଗୁଡିକ କାଲିଠାରୁ ଛୁଟି…

ନିର୍ମାଣାଧୀନ ପୋଲ ରୁ ଖସି ପଡ଼ିଲା ଗାଡର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଗ୍ରାମରେ ଅଙ୍ଗ ନଦୀ ଉପରେ ନିର୍ମାଣାଧୀନ ଏକ ପୋଲ ର ଏକ ଗାଡର ଆଜି ସନ୍ଧ୍ୟା ବେଳେ ଖସି ପଡିଥିଲା । ଏହି ଘଟଣାରେ କୋଣସି ବ୍ୟକ୍ତି ବିଶେଷ ଙ୍କର କିଛି କ୍ଷତି ହେଇନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ ୱେ ରେ ଏହି…

ଟି ପି ସାଓ ଖଣିରୁ ଲୁହାପଥର ଚୋରି : ୫୫ ଟନ ସାଇଜ ଓର ବୋଝେଇ ୨ ଟ୍ରକ ଜବତ, ୩ ଗିରଫ 

ରୁଗୁଡି/ବଡ଼ବିଲ (ଶାସକ ପ୍ରଶାସକ) ରୁଗୁଡି ଥାନା ଅନ୍ତର୍ଗତ ଟି ପି ସାଓ ଲୁହାପଥର ଖଣିରୁ ୫/୧୮ ସାଇଜ ଓର ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଦୁଇଟି ଟ୍ରକକୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ୩ ଜଣ ହେଲେ ଝାଡଖଣ୍ଡ ଦେଓଘାଟ ଅଞ୍ଚଳର ନିୟାଜ ଅନସାରି, ପଶ୍ଚିମବଙ୍ଗ ପୁରୁଲିଆ…

 ଥମୁନି ଚୋରା ଖଣି କାରବାର : ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାଇଜ  ଲୁହାପଥର ବୋଝେଇ ୧୦ ଚକିଆ ହାଇବା ଟ୍ରକ ଜବତ, ୬ ଜଣ…

ବଡ଼ବିଲ (ଶାସକ ପ୍ରଶାସକ) ଚୋରା ଖଣିଜ କାରବାରକୁ ରୋକିବାକୁ ସରକାର ଯେତେ କଡା ନିୟମ କଲେ ମଧ୍ୟ ଚୋରି ବନ୍ଦ ହେଉନି। ଗତକାଲି ବଡି ଭୋର ସମୟରେ ଭଦ୍ରାସାହି ଅଞ୍ଚଳରୁ ଏକ ସାଇଜ ଓର ବୋଝେଇ ହୋଇଥିବା ଦଶ ଚକିଆ ହାଇବା ଟ୍ରକକୁ ବଡ଼ବିଲ ପୋଲିସ ଜବତ କରିବା ସହ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି। ଜବତ…

ନୀଳାଚଳ ଇସ୍ପାତ ନିଗମର କ୍ଷମତା ବୃଦ୍ଧି ଓଡିଶା ଶିଳ୍ପାୟନରେ ନୂଆ ଅଧ୍ୟାୟ ସୃଷ୍ଟି କରିବ:ବିଜେପି

ମୋଦି ସରକାରଙ୍କ କ୍ୟାବିନେଟରେ  ଓଡିଶା ସମ୍ବନ୍ଧିତ ନିଆଯାଇଥିବା ଦୁଇଟି ନିଷ୍ପତ୍ତି  ଐତିହାସିକ ଭୁବନେଶ୍ୱର, (ଶାସକ ପ୍ରଶାସକ): ମୋଦି ସରକାରଙ୍କ କ୍ୟାବିନେଟରେ  ଓଡିଶା ସମ୍ବନ୍ଧିତ ନିଆଯାଇଥିବା ଦୁଇଟି ନିଷ୍ପତି ଐତିହାସିକ । ନିଳାଚଳ ଇସ୍ପାତରେ ଡିସଇନଭିଷ୍ଟମେଂଟର ନିଷ୍ପତି ଅତ୍ୟନ୍ତ…