ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ଗଜପତିଙ୍କ ଦେହାନ୍ତ ପରେ ଗଜପତି ଜିଲ୍ଲା ମହୋତ୍ସବକୁ ଜିଲ୍ଲା ପ୍ରଶାସନ ସ୍ଥଗିତ ରଖିଥିବା ବେଳେ ସ୍ଥାନୀୟ କଳାକାର, ମହିଳା ଏସଏଚଜି, ପାରମ୍ପରିକ କୁଶଳୀ କାରିଗର ମାନଙ୍କୁ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ସମେତ କୃଷି…