ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପ୍ରତିବାଦ କଲେ କଳାହାଣ୍ଡି ଗଣମାଧମ ପ୍ରତିନିଧି

0

ରାଜକନିକା ବିଡିଓଙ୍କୁ ତୁରନ୍ତ ଗିରଫ ଓ ବହିଷ୍କାର ଦାବି କରି ଦେଲେ ସ୍ମାରକପତ୍ର 

ଭବାନୀପାଟଣା /ଜୁନାଗଡ- ଆଦିତ୍ୟ ମହାନ୍ତି :  ମଇ ୭ ତାରିଖ ଦିନ ୧୧ ଟା ସମୟରେ କଳାହାଣ୍ଡି ୱେବ୍ ମିଡିଆ ଆସୋସିଏସନ୍ ସହ କିଛି ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ କୋଡିଏ ଜଣିଆ ଦଳ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଗଲା ।

ଏହି କମିଟି ରାଜକନିକା ବ୍ଲକ ବିଡିଓ ଶ୍ରୀ ଯୋଶୀ ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କୁ  ଗତ ଦୁଇ ତାରିଖ ଦିନ ନିଜ ଅଫିସକୁ ଡାକି ଦୁର୍ବ୍ୟବହାର କରି ଆକ୍ରମଣ  କରିଥିବା ଘଟଣା ପାଞ୍ଚ ଦିନ ବିତି ଯାଇ ଥିଲେ ବି ବିଡିଓ  ମହାଶୟ ଙ୍କ ବିରୁଦ୍ଧରେ କଔଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ହେତୁ  କଳାହାଣ୍ଡି ୱେବ୍ ମିଡିଆ ସଂଘ ରେ ଉଦବେଗ ପାଇଁ ବା ସହ ଆଜି କଳାହାଣ୍ଡି  ଜିଲ୍ଲା ପାଲ ଙ୍କ ଜରି ଆରେ ମୁଖ୍ୟ ମନ୍ତ୍ରୀ ଙ୍କୁ ରାଜକନିକା ବିଡିଓ ଙ୍କୁ ତୁରନ୍ତ ବହିଷ୍କୃତ ଓ ଗିରଫ ଦାବି ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ |  କାର୍ଯ୍ୟକଳାପ ପାଇଁ ଅତିଶୀଘ୍ର ଗିରଫ କରାଯାଇ ଚାକିରିରୁ ନିଲମ୍ବନ କରାଯିବା ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି |

 

Leave A Reply

Your email address will not be published.