ରାଜ ବୋଡାସମ୍ବର ବ୍କକରେ ପହଁଚିଲା କ୍ଷମତା ଏକ୍ସପ୍ରେସ

ପଦ୍ମପୁର,(ଶାସକ ପ୍ରଶାସକ) : ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜନ ସଚେତନତା ପାଇଁ ପରିକ୍ରମା କରୁଥିବା କ୍ଷମତା ଏକ୍ସପ୍ରେସ ଗୁରୁବାର ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର ବ୍କକରେ ପହଞ୍ଚିଛି । ରାଜ ବୋଡାସମ୍ବର ବ୍କକ ପରିସର ମଧ୍ୟରେ ଉପଖଣ୍ଡ ଚିକିତ୍ସାଧିକାରୀ ଡଃ…

ଝାରବନ୍ଧ ନଳିପାଣି ଗୌନ୍ତିଆଙ୍କ ପରଲୋକ

ପଦ୍ମପୁର,(ଶାସକ ପ୍ରଶାସକ): ଝାରବନ୍ଧ ବ୍ଲକ ଅନ୍ତର୍ଗତ  ଭୌଇଷାଦରହା ଗ୍ରାମ ପଞ୍ଚାୟତ ନଳିପାଣି  ଗ୍ରାମ ଗୌନ୍ତିଆ ରୁପାନନ୍ଦ ସାହୁ ଙ୍କ ୭୫ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି। ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଓ ପରୋପକାରୀ ଥିଲେ ।ଆଜି ପ୍ରାୟ ଘ:୩:୩୦ମି ସମ୍ବୟରେ ନିଜ ଘର ନଳିପାଣି  ଗ୍ରାମରେ…

ବୋଡାସମ୍ବର କପ କ୍ରିକେଟ: ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ସେମିରେ

ପଦ୍ମପୁର,(ଶାସକ ପ୍ରଶାସକ): ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍  ପ୍ରତିଯୋଗିତା ଗୁରୁବାର ପଞ୍ଚମ  ଦିବସରେ ଅନୁଷ୍ଠିତ ହୋଇଥିଲା । ଗ୍ରୁପ ବି ର ଉଭୟ ଟି ୨୦ - ଟି ୧୦ ମ୍ଯାଚ ରେ…

ଶେଷ ହେଲା ବିଜେପି ସଙ୍ଗଠନ ପର୍ବ : କାଲି ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଜେପି ହେଉଛି ଭାରତର ସବୁଠାରୁ ବଡ ରାଜନୈତିକ ଦଳ । ଏହି ଦଳରେ ଗଣତାନ୍ତ୍ରିକ ପଦ୍ଧତିରେ ବୁଥ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି,ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ହୋଇଥାଏ । ପ୍ରତି ୩ ବର୍ଷରେ ଥରେ ବିଜେପି ଦଳରେ ନିର୍ବାଚନ…

“ଗଣତାନ୍ତ୍ରିକ  ଶାସନ ବ୍ୟବସ୍ଥାରେ ନାଗରିକ ମାନେ ପ୍ରକୃତ ମାଲିକ” : ମୁଖ୍ୟମନ୍ତ୍ରୀ

 ମୋ ସରକାରରେ ସାମିଲ ହେଲା ଶିଳ୍ପ, ଏମଏସଏମଇ ବିଭାଗ |  ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ ଆସିଛି  ଶିଳ୍ପ, ଏମଏସଏମଇ ବିଭାଗ | ଏ ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି  ଲୋକସେବା ଭବନଠାରେ ବିଧିବଦ୍ଧ  ଘୋଷଣା…

୪ ଦଶନ୍ଧିର ରାଜନୈତିକ ସାଧନାର ଫଳ  :ସମୀର ଧରିବେ ବିଜେପି ମଙ୍ଗ, ଧର୍ମେନ୍ଦ୍ରଙ୍କ ପତିଆରା ଜଳଜଳ 

ଭୁବନେଶ୍ୱର(ଶାସକ ପ୍ରଶାସକ ) ଲଗାତାର ଭାବେ ଚାରି ଦଶନ୍ଧିର ରାଜନୈତିକ ସାଧନାକୁ ମିଳିଛି ସ୍ଵୀକୃତି | ଅମୁକ ହେବେ, ସମୁକ ହେବେ, ଭାଗ ଛିଂଡିଯାଇଛି, ଢମୁକଙ୍କ ସଭାପତି ହେବା ଥୟ , ୟାଙ୍କର ପତିଆରା କମିଯିବ, ସମୁକଙ୍କ ପତିଆରା କମାଇବାକୁ ଅମୁକଙ୍କ ମେଳି.....ଇତ୍ୟାଦି ଇତ୍ୟାଦି ସବୁ ଗପରେ…

ଲୋକମାନ୍ୟ ତିଳକ ଟ୍ରେନ ଦୁର୍ଘଟଣା ଆହତଙ୍କୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା

କଟକ : କଟକ ଏସ୍ ସି ବି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତିହୋଇଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଗଟଣାରେ ଆହତମାନଙ୍କୁ ପଞ୍ଚାୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭେଟି ସେମାନଙ୍କ ଚିକିତ୍ସା ଓ ଅବସ୍ଥା ସଂପର୍କରେ ଅନୁଧ୍ୟାନ କରି ଆଶୁ ଆରୋଗ୍ୟ କାମନା…

ପଦ୍ମପୁରରେ ମକର ସଂକ୍ରାନ୍ତି ଉପଲକ୍ଷେ ସୁନ୍ଦରାକାଣ୍ତ ପାରାୟଣ

ପଦ୍ମପୁର,(ଶାସକ ପ୍ରଶାସକ) ପଦ୍ମପୁର ହନୁମାନପଡା ଭଗବତ ମହିଳା ସଂଘ ତରଫରୁ ମକର ସଂକ୍ରାନ୍ତି ପାଳନ ହୋଇଥିଲା। ଏହି ଉପଲକ୍ଷେ ହନୁମାନପଡା ରେ ସୁନ୍ଦରାକାଣ୍ତ ପାରାୟଣ ଅନୁଷ୍ଠିତ ହୋଇଥିଲା। ଏଥିରେ ହରିଶଙ୍କର ସିଂହ ଓ ତାଙ୍କ ଧର୍ମପତ୍ନୀ ସୁଭ୍ରାଣୀ ସିଂହ କର୍ଭା ଭାବେ ବସିଥିଲେ ।  ଏଥିରେ ଗାୟିକା…

ବୋଡାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମକର ମିଳନ

ପଦ୍ମପୁର(ଶାସକପ୍ରଶାସକ)- ପ୍ରତିବର୍ଷ ଭଳି ଚଳିତ ବର୍ଷରେ ବରଗଡ ଜିଲ୍ଲାର ପଦ୍ମପୁର ସ୍ଥିତ ରିକ୍ରିଏସନ୍ ସେଣ୍ଟର ଠାରେ ମହା ଆଡମ୍ବର ସହ ମକର ମିଳନ ଉତ୍ସବ ବୋଡାସମ୍ବର ସାହିତ୍ୟ ଓସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇ ଯାଇଛିା ଇତ୍ୟବସରରେ ଅନୁଷ୍ଠାନ ର ସଭାପତି ପଦ୍ମପୁର ର ବରିଷ୍ଠ…

ମକର ସଂକ୍ରାନ୍ତିରେ ଦିନତମାମ ଦର୍ଶନ ଦେଲେ ଶ୍ରୀରଘୁନାଥ

ଓଡ଼ଗାଁ(ଶାସକ ପ୍ରଶାସକ):  ପବିତ୍ର ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଭଗବାନଙ୍କର ଉତରାୟଣ ଗତି ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ପରମ୍ପରା ଅନୁସାରେ ବର୍ଷର ଏଇ ଗୋଟିଏ ଦିନ ଶ୍ରୀ ରଘୁନାଥ  ଶ୍ରୀଜିଉଙ୍କର ଦିବା ପହୁଡ ପଡିନଥାଏ । ବର୍ଷରେ ଗୋଟଏ ଦିନ ମକର ସଂକ୍ରାନ୍ତିରେ ଦିନତମାମ ପ୍ରଭୁଙ୍କୁ ଦର୍ଶନ…