ବାରିପଦା ସହର ନିକଟସ୍ଥ ସ୍ପିନିଂମିଲ୍ ଜଙ୍ଗଲରେ ଦନ୍ତାହାତୀ ।
ବାରିପଦା,(Dillip Mohanty): ଜାନୁଆରୀ ୧୭ ଅପରାହ୍ନ ୩ଟା ସମୟରେ ବାରିପଦା ସହରର ଉପକଣ୍ଠ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ କାଠପାଳ ସ୍ପିନିଂମିଲ୍ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଦନ୍ତାହାତୀ ବୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ହାତୀଟି ବାରିପଦା ଦେଇ…