ମୁନିସିପାଲ ପ୍ରିମିୟର ଲିଗ ଓ ଅନଲାଇନ ଟାକ୍ସ ମୋଡ୍ୟୁଲ ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
ଭୁବନେଶ୍ୱର (ଶାସକ ପ୍ରଶାସକ) ; ସହରାଂଚଳ ପ୍ରଶାସନରେ ୫ଟି ଲକ୍ଷ୍ୟକୁ ଦକ୍ଷତା ଓ ସ୍ୱଚ୍ଛତାର ସହ ଉଚିତ ସ୍ୱରୂପ ଦେବାପାଇଁ ଏକ ପ୍ରପର୍ଟି ଅନଲାଇନ ଟାକ୍ସ ମୋଡ୍ୟୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲୋକାର୍ପିତ କରିଛନ୍ତି |ଏହି ମୋଡ୍ୟୁଲ ମାଧ୍ୟମରେ ଜଣେ ବ୍ୟକ୍ତି କୌଣସି ଠାରେ କୌଣସି ବି ସମୟରେ…