ମିଳିତ କ୍ରିୟାନୁଷ୍ଠାନ କମିଟୀ,ପଦ୍ମପୁର ପକ୍ଷରୁ ଯୋଜନା ବୈଠକ ତଥା ବନ୍ଧୁ ମିଳନ

 ପଦ୍ମପୁର /ଶାସକ ପ୍ରଶାସକ : ମିଳିତ କ୍ରିୟାନୁଷ୍ଠାନ କମିଟୀ,ପଦ୍ମପୁର ପକ୍ଷରୁ ଏକ ଯୋଜନା ବୈଠକ ତଥା ବନ୍ଧୁ ମିଳନ ପଦ୍ମପୁର ଦିଲ୍ଲୀପ କଲ୍ୟାଣ ମଣ୍ଡପ ଠାରେ କମିଟୀର ସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ପଦ୍ମପୁର ଓଏସଆରଟିସିର କର୍ମଚାରୀ ମାନଙ୍କ…

ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ମହିଳା ସ୍ନାତକ ମହାବିଦ୍ୟାଳୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରିନା ସାହୁ ଜାତୀୟ ପତକା ଉତ୍ତୋଳନ କରି ବିଧାୟକ ସଭା ଓ  ସାମ୍ବିଧାନିକ ସଭା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥିରେ ମହାବିଦ୍ୟାଳୟର…

ଆରମ୍ଭ ହେଲା  ଜିଲ୍ଲା ସାଂସ୍କୃତିକ ମହୋତ୍ସବ ଯତରା-୨୦୨୦ : ଝୁମିଲା ସୁନ୍ଦରଗଡ  

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) - ଆଜିଠାରୁ ଆରମ୍ଭ ହୋଇଛି  ସୁନ୍ଦରଗଡ଼ ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରା ମହାପାର୍ବଣ "ଯତରା"  |  କଳା ସଂସ୍କୃତିର ଏହି ମହା ସଙ୍ଗମ ଆଜିଠାରୁ  ଆରମ୍ଭ ହୋଇ 31 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଭବାନୀ ଭବନ ପଡ଼ିଆ ପରିସରରେ ଅନୁଷ୍ଠିତ ହେବ | ଉଦଘାଟନି ଉତ୍ସବରେ…

ଗୋପପୁରେ ନନ୍ଦୋସବ : ଝଲସିଲା ଗୋପପୁର, ଝୁମିଲେ ଗୋପପୁରବାସୀ

ଗାଇସିଲେଟ/କେଦାର ନାଥ ସାହୁ ବରଗଡ଼  :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିର ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବର ଆଜି ଚତୁର୍ଥ  ଦିବସରେ  ଗୋପପୁରେ ନନ୍ଦୋସବ ଅନୁଷ୍ଠିତ ହୋଇଥିଲା। ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବ,ତାଲପାଲି ର ଆଜି ଚତୁର୍ଥ ଦିବସରେ ଗୋପପୁର…

କହିବେ କି  ମନ୍ତ୍ରୀବର : ଲିଲିମା “କୁକୁର”  ନା ଆଉ କଣ  ,!(Pls see Video)

http://www.youtube.com/watch?v=tSXb9xNnGes Sundargarh/ horachand deuria : ଜଣେ ମନ୍ତ୍ରୀ, ପୁଣି ବରିଷ୍ଠ ମନ୍ତ୍ରୀ | ଆଗରୁ ଲେଖା ହୋଇଥିଲା ଭାଷଣ | ନିହାତି ଠାରେ ଦିଥର ପଢି ଆସିଥିବେ | ହେଲେ ଏମିତି କରିବେ ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ଅଭିଜ୍ଞ ମନ୍ତ୍ରୀ | କହି ଖେଳାଳିଙ୍କ ନା…

ବୁକୁରାମୁଣ୍ତା, କୁଧରେନପାଲି ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ 

ପଦ୍ମପୁର,(ଶାସକ ପ୍ରଶାସକ):ପାଇକମାଲ ବ୍ଳକ ବୁକୁରାମୁଣ୍ତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପରିଚାଳନା କମିଟୀ ଅଧ୍ୟକ୍ଷ ଚିତ୍ରସେନ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ନିରାକାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ହୀରାଲାଲ…

୨୦ତମ ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ 

ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଧିନସ୍ଥ ବୁକୁରାମୁଣ୍ଡା ଗ୍ରାମ୍ୟ ଖେଳପଡ଼ିଆ ଠାରେ ରେନବୋ କ୍ରିକେଟ ଆସୋସିଏସନ୍ ର ଆନୁକୂଲ୍ୟ ରେ୨୦ତମ ଚାନ୍ଦିନୀ କପ୍ ଟୁର୍ଣ୍ଣାମେଣ୍ଟ ର ଆଜି ଦ୍ୱିତୀୟ ଦିବସ ରେ ପୂର୍ବତନ ସରପଂଚ ଶ୍ରୀ ଝସକେତନ ସ୍ୱାଇଁ ମୁଖ୍ୟ ଅତିଥି ତଥା ବରଗଡ଼ ଜିଲ୍ଲା ର…

ଗଣତନ୍ତ୍ର ଦିବସରେ ଓଡ଼ିଆ ଯବାନଙ୍କୁ ଅନ୍ତିମ ବିଦାୟ

 ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରଣଜିତ୍‌ କୁମାର୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗଣତନ୍ତ୍ର ଦିବସ ଅବସରରେ ସାରା ପୁରପଲ୍ଲୀ ହସ ଉଲ୍ଲାସରେ ପାଳନ କରୁଥିବାବେଳେ ଚନ୍ଦ୍ରପୁର ଗ୍ରାମରେ କିନ୍ତୁ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଗତକାଲି…

ଶିକ୍ଷକ ଅଭାବ :  ଛାତ୍ରଛାତ୍ରୀ ଏବଂ ଅଭିଭାବକ ଡଇଁଚା ଉଚ୍ଚ ବିଦ୍ୟାଳୟରେ ପକାଇଲେ ତାଲା

http://www.youtube.com/watch?v=WXFaekwHi_4 ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲାର ରେଢାଖୋଲ ଉପଖଣ୍ତ ନାକ୍‌ଟି ଦେଉଳ ବ୍ଲକ ଅନ୍ତର୍ଗତ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ। ବିଦ୍ୟାଳୟରେ ଖାଲି…

ହରଭଙ୍ଗାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ।

ହରଭଙ୍ଗା/ ପ୍ରତାପ ମେହେର: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ସମସ୍ତ ସରକାରୀ , ବେସରକାରୀ ଅନୁଷ୍ଠାନ , ବିଦ୍ୟାଳୟ ମହାବିଦ୍ୟାଳୟ ଆଦି ମାନଙ୍କରେ ପାଳିତ ହେଇଛି । ହରଭଙ୍ଗା ବ୍ଲକ୍ ର କରଞ୍ଜକଟା ପଞ୍ଚାୟତ ଅଫିସ୍ , ରଧାନଗର୍…