ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ରାଷ୍ଟ୍ରପତି 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି | ଅମ୍ଫନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବା ସହ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ | ସେ…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ : ବାତ୍ୟାଂଚଳ ବୁଲିବା ପରେ କରିବେ ସମୀକ୍ଷା 

ପଶ୍ଚିମ ବଙ୍ଗ ଗସ୍ତ ପରେ କଲେ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା  ଭୁବନେଶ୍ୱର (ଶାସକ ପ୍ରଶାସକ): ଆମ୍ପାନ ବାତ୍ୟାର ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାର ସ୍ଥିତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବିମାନବନ୍ଦର ଠାରେ ପ୍ରଧାମାନେତ୍ରୀଙ୍କୁ ସ୍ୱାଗତ…

ଆଇସିଏସଇ ଓ ଆଇଏସସି ପରୀକ୍ଷା ୨୦୨୦ : ସି ଆଇଏସସିଇ ଘୋଷଣା  କଲା ବାକିଥିବା ପେପରର ପରୀକ୍ଷା ସୂଚୀ

ନୂଆଦିଲ୍ଲୀ ; ଆଇସିଏସଇ ଓ ଆଇଏସସି ପରୀକ୍ଷା ୨୦୨୦ ର ବାକିଥିବା ପରୀକଜ୍ୟ ଗୁଡିକ ପାଇଁ ସିଡ୍ୟୁଲ ଘୋଷଣା କରିଛି  ସିଆଇଏସସିଇ | ସିଆଇଏସସିଇ ତରଫରୁ ବାକି ଥବା ପରୀକ୍ଷା ଗୁଡିକ ଜୁଲାଇ ୨ ଠାରୁ ୧୨ ମଧ୍ୟରେ ଦଶମ ଶ୍ରେଣୀ ପାଇଁ ଓ ଜୁଲାଇ ୨ ଠାରୁ ୧୨ ମଧ୍ୟରେ ଦ୍ୱାଦଶ  ଶ୍ରେଣୀ ପାଇଁ କରାଯିବ | …

କରୋନା ପାଇଁ ଦିବ୍ୟାଙ୍ଗ ଦମ୍ପତିଙ୍କ ରୋଜଗାର ବନ୍ଦ :ସରକାରୀ ସାହାଯ୍ୟ କେବେ ??

http://www.youtube.com/watch?v=DIJ-TehsvQ0 ରମାକାନ୍ତ ବିଶ୍ବାଳ/ସମ୍ବଲପୁର :  ସ୍ୱାମୀ ଜନ୍ମରୁ ଦୃଷ୍ଟିହୀନ l ସ୍ତ୍ରୀ ମଧ୍ୟ ଶାରରୀକ ଅକ୍ଷମ l ଟିଟିଲାଗଡ଼ ରୁ ଆସି ସମ୍ବଲପୁର ରାମଜୀଗୁଡ଼ି ପଡା ଅଂଚଳରେ ବସବାସ କରନ୍ତି l ସ୍ତ୍ରୀ ଗୀତାଞ୍ଜଳି ବୁର୍ଲା ଦୃଷ୍ଟି ହୀନ ବିଦ୍ୟାଳୟ ଏବଂ…

ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ଲଇଡା ଓ କିନାଲୋଈରେ ବିଶୋଧନ

ଲଇଡା,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା  ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ଓ କିନାଲୋଈ ଗ୍ରାମର ବିଭିନ୍ନ ସ୍ଥାନକୁ ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ଆଜି  ସାନିଟାଇଜ କରାଯାଇଅଛି।  ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ରେଙ୍ଗାଲି ତହସିଲଦାର ସୁନିଳ ମେହେରଙ୍କ ନିର୍ଦ୍ଦେଶ କ୍ରମେ…

ପଞ୍ଜିକରଣ ପରେ ବି ପ୍ରବାସୀଙ୍କ  ଫେରିବା ବାଟ ଫିଟୁନି 

http://www.youtube.com/watch?v=AssCMm4azXk ଭୋକଉପବାସରେ  ଆନ୍ଧ୍ରରେ  ଫସିରହିଛନ୍ତି  କନ୍ଧମାଳର 13 ପ୍ରବାସୀ ଓଡ଼ିଆ l  ଘୁ. ଉଦୟଗିରି(ଗଗନ ପ୍ରଧାନ) : ସାରା ଦେଶରେ ବିଶ୍ୱମହାମାରୀ କାୟା ବିସ୍ତାର କରୁଥିବା ବେଳେ ଦିନକୁ ଦିନ ମୃତ ଓ  ଆକ୍ରାନ୍ତଙ୍କ  ସଂଖ୍ୟା ଦିନକୁ ଦିନ ବୃଦ୍ଧି…

କୋହଳ ହେଲା କଟକଣା : ପୂରା ଦମରେ ଚାଲିବ ବ୍ୟାଙ୍କ

ଆସିବେ ସବୁ କର୍ମଚାରୀ, ମାନିନେ ସୋସିଆଲ ଡିଷ୍ଟାନ୍ସ ନର୍ମ  ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଯୋଗୁ ବ୍ୟାଙ୍କ ଗୁଡିକ ପାଇଁ ଜାରି ହୋଇଥିଲା କଟକଣା  । ସୀମିତ କର୍ମଚାରୀଙ୍କୁ ନେଇ କାମ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ । ହେଲେ ଲକ ଡାଉନ ୪.୦ର କୋହଳ କଟକଣା…

ଗରଗଡବାହାଳ ଗ୍ରାମୀଣ ପାର୍କ ନିର୍ମାଣରେ ଅନିୟମିତତା

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ର ଗରଗଡବାହାଳ ପଞ୍ଚାୟତରେ ନିର୍ମିତ ହୋଇଥିବା ଏକ ଗ୍ରାମୀଣ ପାର୍କ ନିର୍ମାଣ କମ ରେ ଅନିୟମିତତା ହୋଇଥିବା ଗ୍ରାମବାସୀ ମାନେ  ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗରଗଡବାହାଳ ଗ୍ରାମ ପଞ୍ଚାୟତର…

ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପଶ୍ଚିମବଙ୍ଗରେ ପହଁଚିଲେ ପ୍ରଧାନମନ୍ତ୍ରୀ

କୋଲକାତା : ଆମ୍ପାନ ବାତ୍ୟା ଦ୍ୱାରା ପ୍ରଭାବିତ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ସକାଳେ କୋଲକାତାରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସେଠାରେ ସେ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ…

ରାସ୍ତାରେ ଖୋଲାଖୋଲି ବୁଲୁଛନ୍ତି ରାଜ୍ୟ ବାହାର ପ୍ରବାସୀ : ଚିନ୍ତାରେ ସହରବାସୀ 

ବଲାଙ୍ଗୀର/ ନିରୋଜ ମିଶ୍ର : ସହରର ବିଭିନ୍ନ ରାସ୍ତାରେ ରାଜ୍ୟ ବାହାର ପ୍ରବାସୀ ଖୋଲାଖୋଲି ବୁଲୁଥିବା ଦେଖାଯାଉଛି। ପ୍ରତିଦିନ ଶତାଧିକ ପ୍ରବାସୀ ବସ୍‌, ଟ୍ରେନ ଓ ଅନ୍ୟ ଯାନବାହନରେ ବଲାଙ୍ଗୀର ସହରରେ ପହଞ୍ଚୁଛନ୍ତି । ସେମାନଙ୍କୁ ଆଣୁଥିବା ବସ୍‌ ଓ ଯାନବାହନଗୁଡିକ କୌଣସି ନିର୍ଦ୍ଦିଷ୍ଟ…