ଆଗପଛ ହୋଇ ଆର ପାରିକୁ ଚାଲିଗଲେ ବାପା, ମାଆ ।
୩ ସନ୍ତାନ ଅନାଥ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଅଜଣା ରୋଗରେ ସପ୍ତାହକ ମଧ୍ୟରେ ଆରପାରିକୁ ଚାଲିଗଲେ ବାପା ଓ ମାଆ। ଫଳରେ ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ୩ ସନ୍ତାନ କେହି ସମ୍ପର୍କୀୟ ନଥିବାରୁ ୧୦ବର୍ଷର ସୁଶୀଳା ଉପରେ…