ଫିଟୁଛି ଗୁମର, ହତ୍ୟାରେ ସମ୍ପୃକ୍ତ ଆହୁରି ବ୍ୟକ୍ତି 

 http://www.youtube.com/watch?v=MF6GPY0Dw20 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ଡବଲ  ମର୍ଡ଼ର ଘଟଣାରେ ପୂର୍ବତନ ବିଧାୟକ ତଥା ମୁଖ୍ୟ ହତ୍ୟା ଅଭିଯୁକ୍ତ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫକରା ଗଲା ପରେ ଫିଟୁଛି ଗୁମର l ହତ୍ୟାକାଣ୍ଡ ଘଟି ଥିବା ସ୍ଥାନର ଡେମୋ…

“ଶାବରୀ ଜୟନ୍ତୀ” ଅବସରରେ ବାଲ୍ ମୁକୁନ୍ଦ କେନ୍ଦ୍ରରେ “ନବାଧା ଭକ୍ତି” କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବାଲ୍ ମୁକୁନ୍ଦ କେନ୍ଦ୍ରରେ ଫାଲଗୁଣ କୃଷ୍ଣ ସପ୍ତମୀ "ଶାବରୀ ଜୟନ୍ତୀ" ଅବସରରେ ସ୍ୱାମୀ ମୁକୁନ୍ଦା ନନ୍ଦଙ୍କ ପରାମର୍ଶ କ୍ରମେ କେନ୍ଦ୍ର ଠାରେ "ନବାଧା ଭକ୍ତି"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଠ ଶିକ୍ଷାବିତ୍…

ଧର୍ମପରାୟଣ ବ୍ୟକ୍ତିଙ୍କ ବାଉରୀବନ୍ଧୁ ସ୍ବାଇଁଙ୍କ ଦେହାନ୍ତ 

ପଦ୍ମପୁର(ଶାସକ ପ୍ରଶାସକ) : ପାଇକମାଲ ନିବାସୀ ଧର୍ମ ପରାୟଣ ଓ ଠାକୁର ନିଗମାନନ୍ଦଙ୍କ  ଆଶ୍ରିତ ବାଉରୀବନ୍ଧୁ ସ୍ବାଇଁ(୯୩)ଙ୍କ ଶନିବାର ରାତି ପ୍ରାୟ ୮,୩୦ ମିନିଟରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ପ୍ରାୟ ଏକ ବର୍ଷ ହେବ ବାର୍ଦ୍ଧକ୍ୟ  ଜନିତ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ । ତାଙ୍କର…

ଜ୍ୟୋତିନଗର କ୍ରିକେଟ ଉଦଯାପିତ: ଡାଙ୍ଗବାହାଲ ଚମ୍ପିୟାନ

ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଠାରେ ଜେ.ସି.ସି. ଦ୍ଵାରା ଆୟୋଜିତ ୨ୟ  ଜ୍ୟୋତିନଗର କ୍ରିକେଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି  ଡାଙ୍ଗବାହାଲ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୮୯ ରନ ସଂଗ୍ରହ କରିଥିଲେ।…

୧୦୧ କୁଣ୍ତୀୟ ବିଶ୍ବଶାନ୍ତି ମହାଯଜ୍ଞ 

ପଦ୍ମପୁର,(ଶାସକ ପ୍ରଶାସକ)   କଟାବାହାଲ ଗ୍ରାମ ପଞ୍ଚାୟତ ଗାଈଗୋଠ କୁଲିଆରୀ ଠାରେ ୧୦୧ କୁଣ୍ତୀୟ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଛି। ପଂଚଗାଁ କମିଟୀ ଓ ମାତୃଶକ୍ତିର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ବାମୀ ବିବେକାନ ନ୍ଦ ସରସ୍ବତୀ,ବୃହସ୍ପତୀ…

ରାୟଗଡ ଜିଲ୍ଲା ବିଜେଡି ସଭାପତି ଭାବେ ସୁଧୀର ଦାଶ ହେବା ଥୟ 

ରାୟଗଡ (ସରୋଜ ସାହୁ) ରାୟଗଡ ଜିଲ୍ଲା ବିଜେଡି ସଭାପତି ପଦ ନିମନ୍ତେ ସୁଧୀର ଦାଶ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଫଳରେ ଶ୍ରୀ ଦାଶ ନିର୍ଦନ୍ଦ୍ୱରେ ବିଜେଡି ଜିଲ୍ଲା ସଭାପତି ହେବା ନେଇ ସୁନିଶ୍ଚିତ ହୋଇଯାଇଛି । ବରିଷ୍ଠ ବିଜେଡା ନେତା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…

ରାୟଗଡ ଠାରେ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ 

ରାୟଗଡ(ସରୋଜ ସାହୁ)  ରାୟଗଡ ସହର ସ୍ଥିତ ଇନ୍ଦିରା ନଗର ଦ୍ୱିତୀୟ ଗଳି ଠାରେ ଚଳିତ ମାସ ୧୫ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ କଳସ ଯାତ୍ରା, ସଂଗୀତ, ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ  ୧୬ ତାରିଖ ଠାରୁ…

ଅଷ୍ଟପ୍ରହରୀ ନାମଯଜ୍ଞ ସହିତ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ସମ୍ବଲପୁର-ପଡିଆବାହାଲ,(ରମାକାନ୍ତ ବିଶ୍ୱାଳ ): ଯୁଯୁମୁରା ବ୍ଲକ ଲିପିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ଠି ଗ୍ରାମରେ ଇତି ମଧ୍ୟରେ ଅଷ୍ଟପ୍ରହରୀ ନାମଯଜ୍ଞ ସହିତ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ବାସୁଦେବ ଷଡ଼ଙ୍ଗୀ ଓ ସାଥିଙ୍କ ସହ ହୋମ ପୁଜା ଆଦି…

ଓଡିଶା ମୋ ପରିବାର ଦ୍ୱାରା ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ଶ୍ରମିକ

ବଲାଙ୍ଗିର ଓ ସୋନପୁରର ଶ୍ରମିକଙ୍କୁ ଦିଆଯାଉଥିଲା ନିର୍ଯ୍ୟାତନା : ପିଲାଙ୍କୁ ବି ଲଗାଯାଇଥିଲା କାମରେ ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡିଶା ମୋ ପରିବାରର ହସ୍ତକ୍ଷେପରେ ତେଲେଙ୍ଗାନାରେ ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲ୍ଲାର  ୧୬ ଜଣ ଶ୍ରମିକ ଓ ସେମାନଙ୍କ ୫ ଜଣ ପିଲାଙ୍କୁ ଉଦ୍ଧାର…

 ଶିକ୍ଷକ ଓ ଶିକ୍ଷାଦାନ ଉପରେ କ୍ରିୟାତ୍ମକ ଗବେଷଣା ଆଭିମୁଖୀ-କରଣ ସମ୍ପର୍କିତ ଦୁଇ-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷଠାରେ ଶିକ୍ଷକ ଓ ଶିକ୍ଷାଦାନ ଉପରେ କ୍ରିୟାତ୍ମକ ଗବେଷଣା ଆଭିମୁଖୀ-କରଣ ସମ୍ପର୍କିତ ଦୁଇ-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ…