ତେନ୍ତୁଳୀଖୁଣ୍ଟି ମଣ୍ଡଳ ସ୍ତରୀୟ ଜନ ଆକ୍ରୋଶ ମହିଳା ପଦଯାତ୍ରା
ତେନ୍ତୁଳୀଖୁଣ୍ଟି, ନବରଙ୍ଗପୁର ତା 13-05-2026,ଅଶୋକ ସାହୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ମଣ୍ଡଳ ସ୍ତରୀୟ ଜନ ଆକ୍ରସ ମହିଳା ପଦଯାତ୍ରା ତେନ୍ତୁଳୀଖୁଣ୍ଟି ର ଦିଗିସଲପା ଗ୍ରାମ ପଂଚାୟତ ଅନ୍ତର୍ଗତ ଦିଗିସଲପା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ପଦଯାତ୍ରାରେ ମୁଖ୍ୟ ଅଥିତି…