ଶ୍ରମିକ ଏ ଦେଶର ବାସ୍ତବ ନିର୍ମାତା , ସେମାନଙ୍କ ହକ ପାଇଁ କାମ କରୁଛି ଓ  ଅବିରତ କରିଚାଲିବି : ନବୀନ  

ଭୁବନେଶ୍ୱର (ଶାସକ ପ୍ରଶାସକ) : ଶ୍ରମିକଙ୍କ ହକ ପାଇଁ କାମ କରୁଛି, ଆଉ  ଅବିରତ କରିଚାଲିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ପଡିଆ ଠାରେ ଶ୍ରମିକ ଓ ଇଏସଆଇ ବିଭାଗ ପକ୍ଷରୀ ଆୟୋଜିତ ନିର୍ମାଣ ଶ୍ରମିକ ସପ୍ତାହ ପାଳନ ଉଦ୍ଘାଟନ କାର୍ଯ୍ୟକ୍ରମ …

ମୟୂରଭଞ୍ଜରେ ଶିଳ୍ପ  ପ୍ରତିଷ୍ଠା ପାଇଁ ସାଂସଦଙ୍କ ଗୁରୁତ୍ୱ : ଜିଲ୍ଲା ଶିଳ୍ପ ଅଧିକାରୀଙ୍କ ସହ ଆଲୋଚନା

ବାରିପଦା(ଦିଲ୍ଲୀପ ମହାନ୍ତି)-  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ନୂତନ ଶିଳ୍ପ ପ୍ରତିଷ୍ଠା  ଉପରେ ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶ୍ୱର ଟୁଡୁ ଗୁରୁତ୍ୱାରୋପ ପ୍ରଦାନ କରିଛନ୍ତି । ଏଥି ନିମନ୍ତେ ଜିଲ୍ଲା ଶିଳ୍ପ ଅଧିକାରୀ ନୀଳମଣି ବେହେରାଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ସହ…

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟସୂଚୀ 

ବାରିପଦା(ଦିଲ୍ଲୀପ ମହାନ୍ତି ) :  ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାର୍ଚ୍ଚ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଅଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯଥାକ୍ରମେ ୦୨.୦୩.୨୦୨୦…

ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୦ ର ପ୍ରଥମ ଦିବସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୦ ତିନିଦିନିଆ ଉତ୍ସବ କାର୍ଯ୍ୟକ୍ରମ ରବିବାର ଦିନ ଉଦ୍ ଘାଟିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୦ରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରଦର୍ଶନୀ ପ୍ରଜ୍ଞାପନ ମେଢ…

ସ୍ତ୍ରୀଙ୍କ ଅଭିଯୋଗରେ ଜେଲ ଯାଇଥିଲେ, ସେଠି ଚାଲିଗଲା ଜୀବନ 

 ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ।  ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାରର ଜଣେ ବିଚାରାଧିନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର…

 ଜେ କେ କାଗଜ କଳ ତରଫରୁ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର

ରାୟଗଡ,(ସରୋଜ ସାହୁ ) : ରାୟଗଡ ସହର ସ୍ଥିତ ଜେ କେ କାଗଜ କଳର ପୁରୁଣା ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ପରିସରରେ ଜେ କେ କାଗଜ କଳ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ  ହୋଇଯାଇଅଛି । ବିଶାଖାପାଟଣା ସ୍ଥିତ କିମ୍ସ ଆଇକନ ହସପିଟାଲର ସହଯୋଗରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧ ଏବଂ ସେମାନଙ୍କ…

ମଧୁବନ ସାହିତ୍ୟ ଓ ସଂସ୍କୃତି ସଂସଦର ବାର୍ଷିକୋତ୍ସବ

http://www.youtube.com/watch?v=5MtU-xz2U2g ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଓଡିଆ ନୃତ୍ୟ ,ଓଡିଶୀ ସଂଗୀତ ,ବିଶ୍ୱଦରବାରରେ ବେଶ୍ ପରିଚିତ । ସାହିତ୍ୟ ମଣିଷକୁ ଦିଏ ନୂତନ ଚିନ୍ତାଧାର ତଥା ଦିଗ୍‌ଦର୍ଶନ । ଓଡିଆ ସାହିତ୍ୟ ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି …

ବିଜୁ ଯୁବ ବାହିନୀ ପକ୍ଷରୁ ଗାଁ ଅଲମ୍ପିକ ଆୟୋଜିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୨୨ ରଘୁନାଥପୁରରେ ବିଜୁ ଯୁବ ବାହିନୀ କ୍ଲଷ୍ଟର-୧୩ ପକ୍ଷରୁ ଗାଁ ଅଲମ୍ପିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ ପ୍ରତିଯୋଗୀତାର ବାଳିକା ବର୍ଗ ଜୁନିଅର ସ୍କିପିଙ୍ଗରେ ଦୀପା ହେମ୍ବ୍ରମ ପ୍ରଥମ, ମାକଡୀ କିସ୍କୁ…

ବବିଙ୍କ ତାଗିଦ : ବିଶୃଙ୍ଖଳା ବରଦାସ୍ତ କରାଯିବନି, ଏକ ମନ ହୋଇ ସମସ୍ତେ କାମ କର

ବିଜୁ ଭବନ ପରିସରରେ ବିଜୁ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକରେ ରୋକଠୋକ କହିଲେ ବବି  ଦଳରେ କର୍ମୀ ଓ ନେତା ସମସ୍ତେ ସମାନ, କେହି ସାନବଡ ନୁହନ୍ତି  ପ୍ରତି ମାସରେ ଆସି ଦଳୀୟ ସଂଗଠନର ଅଗ୍ରଗତି ସମୀକ୍ଷା କରିବି  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା  ବିଜୁ ଭବନ…

ଗୋଟେ ଟ୍ରକରୁ ଏକାଥରେ ୧ ଲକ୍ଷ ୧୦ ହଜାର ୮ ଶହ ଟଙ୍କା ଜୋରିମାନା 

୬ ମାସର ମହଲତ ପରେ ରାୟଗଡରେ ମୋଟର ଯାନ ଯାଂଚ  ରାୟଗଡ(ସରୋଜ କୁମାର ସାହୁ):  ୬ ମାସର ମହଲତ ପରେ ଆଜି ମାର୍ଚ୍ଚ ପହିଲାରୁ ରାୟଗଡ ଠାରେ ନୂଆ ମୋଟର ଯାନ ଆଇନର କଡାକଡି ଯାଂଚ କରାଯାଇଥିବା ଦେଖିବାକୁ ମିଳିଛି । ଆଜି ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଖଲିଗୁଡା ଗ୍ରାମ ଠାରେ ଆଂଚଳିକ ପରିବହନ…