ଶ୍ୟାମ ଡିଆରଆଇ କାରଖାନାରେ ଦୁର୍ଘଟଣା ଠିକା ଶ୍ରମିକଙ୍କ ମୃତ୍ୟୁ
ମୃତ ଶ୍ରମିକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ୧୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ
ସମ୍ବଲପୁର, ରେଙ୍ଗାଲି (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଣ୍ତଲୋଇ ଠାରେ ଥିବା ଶ୍ୟାମ ଡିଆରଆଇ କାରଖାନାରେ ଦୁର୍ଘଟଣା ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଦଶରଥ…