ପିଏମ୍ ଶ୍ରୀ ଧନୁର୍ଜ୍ଜୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ୯୦ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
କେନ୍ଦୁଝର,ତା୧୩/୧- ପିଏମଶ୍ରୀ ଧନୁର୍ଜ୍ଜୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ୯୦ତମ ବାର୍ଷିକ କ୍ରୀଡା ଉତ୍ସବ- ୨୦୨୫-୨୬ ବିଦ୍ୟାଳୟର କ୍ରୀଡା ପ୍ରାନ୍ତରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିବା ୧୧ ଘଟିକା ସମୟରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ…