ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆସନ୍ତା ୧୬ ରୁ
ରାଉରକେଲା, (ବସନ୍ତ କୁମାର ଜେନା): ସହରରେ ନୂତନ ଭାବେ ଆତ୍ମପ୍ରକାଶ କରିଥିବା ପ୍ରତିବିମ୍ବ ନାଟ୍ୟାନୁଷ୍ଠାନ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆସନ୍ତା ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏନେଇ ପ୍ରୟାସ କାର୍ଯ୍ୟାଳୟ…