କରୋନା ମାଡ଼ରେ ଛଟପଟ ରିକ୍ସା ଚାଳକ

http://www.youtube.com/watch?v=1jsvKbvF9mw ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ  ଚିଫ୍  ରମାକାନ୍ତ ବିଶ୍ବାଳ: କରୋନା ଦୁର୍ଦଶାରେ ଦୁଃଖରେ କାଳାତିପାତ କରୁଛନ୍ତି ସମ୍ବଲପୁର ସହରରେ  ରିକ୍ସା ଚାଳନା କରି ପରିବାର ପ୍ରତିପୋଷଣ କରୁଥିବା ଶହ ଶହ  ରିକ୍ସା ଚାଳକ l ଲକ୍ ଡାଉନ ଯୋଗୁଁ ଲୋକେ ଘରୁ…

ଗୁଣପୁର ବ୍ଳକ ପ୍ରଶାସନ ପକ୍ଷରୁ  ଜନ ଗହଳି ସ୍ଥାନରେ ଏବଂ ବଜାରରେ ସାନିଟାଇଜର ସିଞ୍ଚନ 

ଗୁଣୁପୁର ରୁ ମାଧବ ବିଡିକା ଙ୍କ ରିପୋର୍ଟ : ବିଶ୍ୱ ବ୍ୟାପି କରୋନାରେ ଆତଙ୍କିତ ରହିଥିବା ବେଳେ ପ୍ରତିଷେଧକ ଔଷଧ କିମ୍ବା ଭେକ୍ସିନ  ବ୍ୟତୀତ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ହିଁ ଏକମାତ୍ର ବିକଳ୍ପ ବୋଲି ଜନସଚେତ ଜାଗୃତ କରାଯାଇଛି ।ଏଥିନିମନ୍ତେ ସରକାର ସାରା ରାଜ୍ୟରେ ଲୋକ୍ ଡାଉନ କରିବା…

କଳାହାଣ୍ଡିରେ ପଶିଲା କରୋନା, ଲୋକଙ୍କ ଭିତରେ ଛନକା

ଧର୍ମଗଡ/ ସୁଶାନ୍ତ ରାଉତ : ଆଉ ଗୋଟିଏ ଜିଲ୍ଲାରେ ନିଜ ଉପସ୍ଥିତି ଜାହିର କଲା କରୋନା | ଚିହ୍ନଟ ହୋଇଛନ୍ତି ରାଜ୍ୟର ୨୧ତମ କରୋନା ରୋଗୀ | କଳାହାଣ୍ଡି ଜିଲାରେ  ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ |  ଯୁବକ ଜଣକ ବାହାରିନ ଫେରନ୍ତା ବୋଲି ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ |କଳାହାଣ୍ଡିରେ କରୋନାର…

ରେଙ୍ଗାଲି ରେ ବିଧାୟକ ନାଉରି ନାୟକ-ସମୀକ୍ଷା କଲେ କରୋନା ସଚେତନତା 

 ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ: କୋରୋନାର ସଚେତନତା ଏବଂ  ସରକାରୀ ଯୋଜନା ରେଙ୍ଗାଲି  କିପରି ଚାଲିଛି ତାର ସମିକ୍ଷା କରିଛନ୍ତି ବିଧାୟକ ନାଉରି ନାୟକ ।  ଏହି ମର୍ମରେ ରେଙ୍ଗାଲି ବିଧାୟକ ଶ୍ରୀ ନାୟକ ରେଙ୍ଗାଲି ବିଡିଓ  ଶଂକର ପ୍ରସାଦ ସାହୁଙ୍କ ଉପସ୍ଥିତି ରେ…

ତାଲା ବନ୍ଦ ବେଳେ ପୁଅର ଔଷଧ ପାଇଁ ୩୦୦ କିମି ସାଇକେଲରେ ଗଲେ ବାପା

ପଦ୍ମପୁର(ଶାସକ ପ୍ରଶାସକ) : ପୁଅର ଜୀବନ ଆଉ ପୁଅ ପ୍ରତି ଥିବା ଅନାବିଳ ସ୍ନେହ ଆଗରେ ଫିକା ପଡ଼ିଯାଏ ବୟସ, ଦୂରତ୍ୱ, ସରକାରୀ ଆକଟ ଓ ପୋଲିସର ଛାଟ | ଏହାର ନଜିର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ | କରୋନା ପାଇଁ ସାରା ଭାରତ ତାଳାବନ୍ଦ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସମସ୍ତ ସେବା…

ଶ୍ରୀରାମଙ୍କ ପଦ ସ୍ପର୍ଶରେ ଶାପମୁକ୍ତ ହେଲେ ପାଷାଣୀ ଅହଲ୍ୟା

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୩ୟ ସନ୍ଧ୍ୟା ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଶନିବାର କାମଦା ଏକାଦଶୀ ତିଥିର ସ୍ୱତନ୍ତ୍ର ନୀତି ସହିତ ପ୍ରଭୁ ଶ୍ରୀରଘୁନାଥଙ୍କ ଅହଲ୍ୟା ଉଦ୍ଧାରଣ ବେଶରେ ସଜ୍ଜିତ ହୋଇଥିଲେ । ପ୍ରଶାସନ ତରଫରୁ ସର୍ବସାଧାରଣ ଦର୍ଶନ ବାରଣ ହୋଇଥିଲା । ଗୈାତମ ଋଷିଙ୍କ ଦ୍ୱାରା ଅଭିଶାପ…

ମହିିଳାଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ କରି ଯୁବକ ଅଟକ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ମହିଳାଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକକୁ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ଘଟଣାର ଅନୁସନ୍ଧାନ କରୁଛି । ଅଭିଯୁକ୍ତ ଜଣକ ହେଲେ ଏହି ଥାନାର ମସାବାରୀ ଗ୍ରାମର । ସେ ଜଣେ ଅବିବାହିତ ଯୁବକ ବୋଲି ଜଣାପଡିଛି । ଫଟୋ…

ନିଜାମୁଦ୍ଦିନରୁ  ଫେରିଥିବା ଲୋକଙ୍କ ମଧ୍ୟରୁ ୨୮ ଜଣ ଓଡ଼ିଶାର ବୋଲି ଚିହ୍ନଟ: ୨୫  ନେଗେଟିଭ୍, ୩ ଜଣ ପଜିଟିଭ୍

୯୧ ଜଣ କରୋନା ସନ୍ଦିଗ୍ଧ  ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ  ୬୧ଟି ସହରାଞ୍ଚଳର ୧୯,୭୫୯ ଜଣ ପଞ୍ଜୀକୃତ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ  ୫୧୯୯ ଗ୍ରାମ ପଞ୍ଚାୟତରେ ୩,୦୭,୧୭୩ ଜଣ ଓ  ୧୦୭ଟି ପୌରାଞ୍ଚଳରେ ୨୩,୫୭୪ ଜଣଙ୍କୁ ରନ୍ଧାଖାଦ୍ୟ ଭୁବନେଶ୍ୱର(ଶାସକ ପ୍ରଶାସକ)…

କରୋନା ପ୍ରସ୍ତୁତି :  ୫୦୦ ଡାକ୍ତରୀ ଛାତ୍ରଛାତ୍ରୀ ନେଲେ ଅନଲାଇନ ପ୍ରଶିକ୍ଷଣ

ଭୁବନେଶ୍ୱର(ଶାସକ ପ୍ରଶାସକ): ସଂପ୍ରତି କୋଭିଡ୍-୧୯ ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଯେକୌଣସି ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବା  ନିମନ୍ତେ କଟକ ଏସସିବି ମେଡିକାଲ୍ କଲେଜର ସପ୍ତମ ଏବଂ ନବମ ସେମିଷ୍ଟାରର ୫୦୦ ଡାକ୍ତରୀ…