ଲକଡାଉନ ଦ୍ୱାରା ପ୍ରଭାବିତ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ
ସ୍ବେଚ୍ଛାସେବୀ ମାନଙ୍କର ଉଦ୍ୟମ କୁ ପ୍ରସଂଶା କଲେ ଉପଜିଲ୍ଲାପାଳ ଓ ତହସିଲଦାର
ବରଗଡ :- ବର୍ତ୍ତମାନ ସାର ଦେଶ ଲକଡାଉନ । ଏହି ଲକଡାଉନ ଫଳରେ ଅନେକ ଦିନ ମଜୁରିଆ ଓ ଯାଯାବର ଶ୍ରେଣୀର ଲୋକଙ୍କ ସମ୍ମୁଖରେ ପରିବାର ପୋଷଣ କରିବାର ସମସ୍ୟା ଦେଖା ଦେଇଛି । ଅବଶ୍ୟ ଆମ ରାଜ୍ୟ ସରକାର ପ୍ରତ୍ୟେକ…