କୋଭିଡ ପରିଚାଳନା ପାଇଁ ଭିନୀଲଙ୍କୁ ତୃତୀୟ ମହଲାରେ ଓଏସଡି ଦାୟିତ୍ୱ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଏମସିର ପରିଚାଳନା ନିର୍ଦ୍ଦେଶକ, ରାଜ୍ୟ କ୍ରୀଡା ନିର୍ଦ୍ଦେଶକ, ଓଏମଇସିଏଲର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ୨୦୦୫ ବ୍ୟାଚ୍ ବରିଷ୍ଠ ଆଇଏସ ଅଫିସର ଭିନୀଲ୍ କ୍ରିଷ୍ଣାଙ୍କୁ ମିଳିଛି ଅତିରିକ୍ତ ଗୁରୁ ଦାୟିତ୍ୱ | କୋଭିଡ ପରିଚାଳନା ପାଇଁ …