“କୌଣସି ଶିକ୍ଷାନୁଷ୍ଠାନ ପିଲାମାନଙ୍କ ଠାରୁ ଫି ଆଦାୟ କରିପାରିବେ ନାହିଁ …. ଲକଡାଉନ ଉଠିବା ସହ…
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଏଆଇସିଟିଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଜାରି କଲା ନିର୍ଦ୍ଦେଶ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କୋଭିଡ-19 ମହାମାରୀ ଯୋଗୁଁ ଦେଶ ବର୍ତ୍ତମାନ ଲକଡାଉନ ଅବଧି ମଧ୍ୟରେ ଗତି କରୁଛି । ଏହାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ…