ମାସ୍କ ନବାନ୍ଧି ୨୦ ଉଲଙ୍ଘନକାରୀ ଗଣିଲେ ତଣ୍ଡ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଲକଡାଉନ ସମୟରେ କୈାଣସି ଜରୁରୀ କାର୍ଯ୍ୟରେ ଘରୁ ବାହାରକୁ ଗଲେ ମୁହଁରେ ମାସ୍କ ବାନ୍ଧିବା ଜରୁରୀ ହୋଇଥିବା ବେଳେ ଏହାକୁ ଉଲଙ୍ଘନ କରି ୨୦ଜଣ ୪ହଜାର ଟଙ୍କା ଜୋରୀମାନା ଦେଇଥିବା ଜଣାଯାଇଛି । କରୋନା କବଳରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଦ୍ୱାରା ଘୋଷଣା…