“ଓଡ଼ିଶାର ଏକ ତୃତୀୟାଂଶ କରୋନା ପଜିଟିଭ ସଂଖ୍ୟା ପଶ୍ଚିମବଙ୍ଗ ଓରିଜିନ “

ମୟୂରଭଞ୍ଜ- ବେଙ୍ଗଲ ସୀମାର ସ୍ଥିତାବସ୍ଥା ଅନୁଧ୍ୟାନ କଲେ ପୁଲିସ ମୁଖିଆ ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ  ଅଭୟ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ମୟୂରଭଞ୍ଜ-ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଶୁଳିଆପଦା ପ୍ରବେଶପଥ ପରିଦର୍ଶନ କରିବା ସଂଗେସଂଗେ ସ୍ଥିତାବସ୍ଥା…

ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଭଦ୍ରକରୁ ଆଉ ନୂଆ ତିନି, ଜଣେ ସୁସ୍ଥ

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ କାରଣ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି  | ଭଦ୍ରକରୁ ଆଉ ନୂଆ ତିନି କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ପକ୍ଷରୁ ସ୍ପଷ୍ଟ କଟାଯାଇଛି | ଫଳରେ  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଂଚିଛି | ଏହା…

କାର୍ଯ୍ୟକାଳ ୩୦ରେ ପୂରିବ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

 ଦାୟିତ୍ୱ ସରକାରଙ୍କ ହାତକୁ ଯିବାର ସମ୍ଭାବନା, ନିଯୁକ୍ତ ହୋଇପାରନ୍ତି ନୋମିନେଟେଡ଼ ସଭାପତି ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ କେନ୍ଦ୍ର ସମବାୟ ସମିତି ପରିଚାଳନା ବୋର୍ଡ  କାର୍ଯ୍ୟକାଳ ଚଳିତ ମାସ ୨୬ରେ ପୂରଣ ହେଉଥିବା ବେଳେ ବୋର୍ଡ ୩୦ରେ ଡ଼ିଜଲଭ ହେଉଥିବାର ଜଣାପଡ଼ିଛି । ଏହା…

ବିଜୁ ଯୁବବାହିନୀ ପକ୍ଷରୁ ମାସ୍କ ବଂଟନ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): କରୋନା ସଂକ୍ରମଣର ଭୟାବହାତା କାରଣରୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସରକାର ଲକଡାଉନ ଅବଧି ବୃଦ୍ଧି କରିଥିବା ବେଳେ ସାମାଜିକ ଦୁରତା ରକ୍ଷାକରିବା, ମାସ୍କ ବାନ୍ଧିବା ପରି କେତେ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଦିଗପ୍ରତି ଅଧିକ ଧ୍ୟାନ ଦେବାକୁ…

କରୋନା ସଚେତନତାରେ ସାମିଲ ଆଶା କର୍ମୀଙ୍କୁ ଗରମ ପେଜ ମାଡ !

ପୂର୍ବରୁ ଥିଲା ପାରିପାରିକ ଶତ୍ରୁତା , ବଚସା ପରେ ଘଟିଲା ଅଘଟଣ ନୟାଗଡ (ବିଶ୍ୱଜିତ ନାୟକ) - ମହାମାରୀ କରୋନାର ଭୟାଭହତା ସାରା ଦେଶକୁ କବଳିତ କରି ରଖିଥିବା ବେଳେ କିପରି ଏହି ମହାମାରିକୁ ରୋକାଯାଇପାରିବ ସରକାର - ଦେଶସ୍ତରରେ ,ରାଜ୍ୟସ୍ତରରେ,ଜିଲ୍ଲାସ୍ତରରେ, ବ୍ଲକସ୍ତରରେ  ଏବଂ…

ନିରଞ୍ଜନ ଲେଖିଲେ ଚିଠି, ତାଲା ବନ୍ଦରେ କେବଳ ଶ୍ରୀମନ୍ଦିର ସେବାୟତ ପ୍ରଭାବିତ ହୋଇନାହାନ୍ତି

ରଥଯାତ୍ରା ସମ୍ପର୍କରେ ନିଅନ୍ତୁ ଆଗୁଆ, ସମୟଚିତ ତଥା ସୁଚିନ୍ତିତ ପଦକ୍ଷେପ  ଭୁବନେଶ୍ୱର (ଶାସକ ପ୍ରଶାସକ: ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ଚିଠି | ସେ କରୋନା ପରିପ୍ରେକ୍ଷୀରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି |…

ଏମପିସି(ସ୍ୱୟଂ ଶାସିତ) କଲେଜରେ ପ୍ରସ୍ତୁତ ହେଲା ପୁଲିସ କର୍ମଚାରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଆଇସୋଲେସନ କେନ୍ଦ୍ର

ବାରିପଦା(ଦିଲ୍ଲୀପ ମହାନ୍ତି )-  କରୋନା ଲଢ଼ାଇରେ  ଅବତ୍ତୀର୍ଣ୍ଣ  ହୋଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ସ୍ଥାନୀୟ ଏମପିସି(ସ୍ୱୟଂ ଶାସିତ) ମହାବିଦ୍ୟାଳୟରେ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଆଇସୋଲେସନ କନେ୍ଦ୍ର । ଲକ୍ ଡ଼ାଉନ ସମୟରେ ନିଜ ଜୀବନକୁ ବିପ୍ନ କରାଇ ଭୋକ ଉପବାସରେ …

ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସଵ ପାଇଁ ବୈଠକ

ବରଗଡ :- ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଦୁର୍ଗାପାଲି ଗ୍ରାମରେ ପବିତ୍ର ଓ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ପ୍ରତ୍ୟେକ ଦିନ ଦେଶର ଅନୁକୋଣରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଓ…

ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା ଦିଗରେ କୃଷି ବିଭାଗର ନିଆରା ପଦକ୍ଷେପ

http://www.youtube.com/watch?v=9KVslxsmbKk  ଫଳ, ପନିପରିବା ବିକ୍ରି  ନିମନ୍ତେ କୃଷି ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ସ୍ୱତନ୍ତ୍ର ନୂତନ ୱେବସାଇଟ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସମ୍ପର୍କର ସେତୁ ହୋଇପାରିବ ଏହି ୱେବସାଇଟ : ମନ୍ତ୍ରୀ ଡ. ସାହୁ ଭୁବନେଶ୍ୱର(ଶାସକ ପ୍ରଶାସକ)…